ତହସିଲଦାରମାନେ ହେଉଛନ୍ତି ତୃଣମୂଳ ସ୍ତରରେ ରାଜ୍ୟ ପ୍ରଶାସନର ମେରୁଦଣ୍ଡ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ l ଆପଣଙ୍କ ଅଫିସ୍ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ ବୋଲି ମୁଖ୍ୟମନ୍ତ୍ରୀ
Read More...

ଆସାମରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗମ୍ଭୀର, ପ୍ରାୟ 6.5 ଲକ୍ଷ ଲୋକ ପ୍ରଭାବିତ

ଗୌହାଟୀ- ବୁଧବାର ଦିନ ଆସାମରେ ବନ୍ୟା ପରିସ୍ଥିତି ବହୁତ ଗମ୍ଭୀର ରହିଛି । କାରଣ ନିରନ୍ତର ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଜଳସ୍ତର ବୃଦ୍ଧି ପାଇଛି ଏବଂ ନୂତନ ଅଞ୍ଚଳ ଜଳମଗ୍ନ ହୋଇଛି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଥିଲେ। ବ୍ରହ୍ମପୁତ୍ର ସମେତ ସାତଟି ନଦୀ ବିପଦ ସଙ୍କେତ
Read More...

ଏହି ତାରିଖରେ ରିଲିଜ ହେବ ଅନୁଷ୍କା ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଘାଟି’

ତାମିଲ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଘାଟି'ର ଏକ ନୂତନ ରିଲିଜ୍ ତାରିଖ ଘୋଷଣା ହୋଇଛି। ଏହି କ୍ରାଇମ୍ ଥ୍ରୀଲର୍ ଫିଲ୍ମର ନିର୍ମାତା ଘୋଷଣା କରିଛନ୍ତି ଯେ ଫିଲ୍ମଟି ୧୧ ଜୁଲାଇ, ୨୦୨୫ରେ ସାରା ବିଶ୍ୱରେ ସିଲଭର ସ୍କ୍ରିନରେ ଆସିବ। ଉଲ୍ଲେଖଯୋଗ୍ୟ ଯେ ଏହି ଫିଲ୍ମଟି
Read More...

ଭିଜିଲାନ୍ସ ଜାଲରେ ମହିଳା ଏଏସ୍‌ଆଇ

ବ୍ରହ୍ମପୁର: ବିଭିନ୍ନ କାରଣକୁ ନେଇ ପୋଲିସ ପୋଷାକ ଖାକିରେ ଦାଗ ଲାଗୁଛି। ପୋଲିସ ଜନସାଧାରଣଙ୍କୁ ସେବା ଯୋଗାଇବା ବଦଳରେ ତାଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁଛନ୍ତି। ବୁଧବାର ଏମିତି ଏକ ଘଟଣାରେ ଜଣେ ମହିଳା ଥାନାର ମହିଳା ଏଏସଆଇ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଛନ୍ଦି
Read More...

ପାଟିଦାରଙ୍କ ଏହି କଥା ପ୍ରଶଂସକଙ୍କ ମନ ଜିଣିଲା

ନୂଆଦିଲ୍ଲୀ : ଦୀର୍ଘ 18 ବର୍ଷର ଅପେକ୍ଷା ଅନ୍ତ ଘଟାଇ ପ୍ରଥମ ଆଇପିଏଲ ଟ୍ରଫି ନିଜ ନାମରେ କରିଛି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଯେତେବେଳେ IPL ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ରଜତ ପାଟିଦାର ଦଳର 18 ବର୍ଷର ଅପେକ୍ଷା ପରେ 'ଇ ସାଲା କପ୍ ନାମଡୁ' (ଏବର୍ଷ କପ୍
Read More...

ଭଉଣୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଉଠାଇ ଭାଇ ଗିରଫ

ଫୁଲବାଣୀ : ଭଉଣୀଙ୍କ ଆକାଉଣ୍ଟରୁ ଟଙ୍କା ହଡପ କରି ଗିରଫ ହେଲା ଭାଇ। ଏଭଳି ଏକ ଘଟଣା ଘଟିଛି ଫୁଲବାଣୀ ଟାଉନ ଥାନା ଅଞ୍ଚଳରେ। ଗିରଫ ଜଣକ ହେଲେ ବ୍ରାହ୍ମଣ ସାହିର ସତ୍ୟଜିତ ମଲ୍ଲିକ। ସୂଚନା ଅନୁଯାୟୀ, ସତ୍ୟଜିତ ପୂର୍ବରୁ ଷ୍ଟେଟବ୍ୟାଙ୍କ ଶଙ୍କରାଖୋଲ ଶାଖାରେ କାମ କରୁଥିଲେ । ୨୦୨୧ ମସିହାରେ
Read More...

ଧୁମଧାମରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଯାତ୍ରା ସଂପନ୍ନ

ଫୁଲବାଣୀ : ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ଯାତ୍ରା ମହା ଆଡ଼ମ୍ବରରେ ଆୟୋଜିତ ହୋଇ ସଂପନ୍ନ ହୋଇଥିଲା । ଶୀତଳଷଷ୍ଠୀ ଯାତ୍ରା ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ଅନ୍ତର୍ଗତ ପିଅନପଡ଼ା ସ୍ଥିତ ମୁକ୍ତେଶ୍ଵର ମହାଦେବ ମନ୍ଦିର ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଦେବ
Read More...

ଭୁଲ ଇଞ୍ଜେକ୍ସନ ଯୋଗୁଁ ଚାଲିଗଲା 5 ଜୀବନ, କୋରାପୁଟ ମେଡିକାଲ କଲେଜ ନାମରେ ଆସିଛି ଏମିତି ଅଭିଯୋଗ

କୋରାପୁଟ :ବିଳମ୍ବିତ ରାତ୍ରୀରେ କୋରାପୁଟ ମେଡିକାଲରେ ଘଟିଛି ଅଭାବନୀୟ ଘଟଣା । ଏକାସାଙ୍ଗରେ ଉଠିଲା ୫ ମୃତଦେହ। କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ମଙ୍ଗଳବାର ସର୍ଜରୀ ୱାର୍ଡରେ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି,
Read More...

ବିଦ୍ୟୁତ ବିଭାଗ ବୋଲେରୋ ଦୁର୍ଘଟଣାଗ୍ରସ୍ତ;ଜଣେ ମୃତ, ତିନି ଗୁରୁତର

ହରଭଙ୍ଗା :ଭାରସାମ୍ୟ ହରାଇ ଗଛରେ ଧକ୍କା ହୋଇ 15ଫୁଟ ତଳକୁ ଖସିଲା ବିଦ୍ୟୁତ୍ ବିଭାଗ ବୋଲେରୋ। ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଯନ୍ତ୍ରୀଙ୍କ ସମେତ ଦୁଇ କର୍ମଚାରୀ ଗୁରୁତର l ସମସ୍ତଙ୍କୁ ପ୍ରଥମେ ପୁରୁଣାକଟକ ଓ ପରେ ସଂକଟାପନ୍ନ ହେବାରୁ ଯନ୍ତ୍ରୀ ଓ ଦୁଇ କର୍ମଚାରୀଙ୍କୁ ବୌଦ୍ଧ
Read More...

ସୁପର ପ୍ରିମିୟମ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଯାତ୍ରୀ ଓ ଶ୍ରଦ୍ଧାଳୁ ମାନଙ୍କୁ ଉନ୍ନତ ମାନର ବସ ସେବା ଯୋଗାଇବା ଲକ୍ଷ୍ୟ ରେ ପୁରୀ ଠାରୁ ତିରୁପତି, ଅଯୋଧ୍ୟା,ଉଜ୍ଜ୍ୱୟିନୀ,ହାଇଦ୍ରାବାଦ ଓ ଭିଲାଇ ପର୍ଯ୍ୟନ୍ତ ସୁପର ପ୍ରିମିୟମ ବସ ସେବା ସହ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା (ଆଇଇଏମଏସ) ର ଶୁଭାରମ୍ଭ
Read More...