ଜାତୀୟ ରାଜପଥ କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ,୫/୬ - ଜାତୀୟ ରାଜପଥ ନମ୍ବର୍ 57ର ସରସରା ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି l ମିଳିଥିବା ସୂଚନା ଅନୁଯାୟୀ ସରସରା ଗ୍ରାମର ଅନନ୍ତ ସ୍ୱାଇଁ (32) ଙ୍କ ମୃତଦେହ ଜାତୀୟ ରାଜପଥ କଡରୁ ସରସରା ଶ୍ମଶାନ ଆଡକୁ ଯାଇଥିବା ପଡିଆ ରାସ୍ତାରେ ପଡିଥିବା ସକାଳୁ ସ୍ଥାନୀୟ ଲୋକେ
Read More...

ରାଜ୍ୟରେ ପୁଣି କରୋନା ନେଲା ୪୦ଜଣଙ୍କ ମୁଣ୍ଡ, ଦିନକରେ ୭୩୯୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୦୫ ।୦୬ : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୭୩୯୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ
Read More...

ପରଲୋକରେ ବିଶିଷ୍ଟ ଅଭିନେତା ଅଟଳବିହାରୀ ପଣ୍ଡା

ଭୁବନେଶ୍ୱର. ୦୫ ।୦୬: ଶଳାବୁଢାର ଫେମ୍‌ ତଥା ଜାତୀୟ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଅଭିନେତା ଅଟଳବିହାରୀ ପଣ୍ଡା ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ଧରି ସେ ଚିକିତ୍ସିତ ହେଉଥିଲେ ।୯୧ ବର୍ଷ ବୟସରେ ବୁର୍ଲା ଭୀମସାରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ରାତି
Read More...

ଭାଇକୁ ବଞ୍ଚାଇବାକୁ ଯାଇ ଦୁଇ ଭାଇଙ୍କ ମୃତ୍ୟୁ

ଫୁଲବାଣୀ,୪/୬- କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଗେରିଡିଙ୍ଗିଆ ଗ୍ରାମର ୨ଭାଈ ମାମୁଁ ଘର ଗୁଟିଙ୍ଗିଆ ପଞ୍ଚାୟତ ମାଳିକାପଡ଼ାକୁ ବୁଲିବାକୁ ଯାଇଥିଲେ । ଦୁଇ ଭାଇ ସକାଳୁ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗୋଟିଏ ଭାଇର ଗୋଡ଼ ଖସିଯିବାରୁ ବୁଡ଼ି ଯାଉଥିବା ବେଳେ ଅନ୍ୟ
Read More...

କରୋନା ଆକ୍ରାନ୍ତ ଶିକ୍ଷୟତ୍ରୀଙ୍କ ମୃତ୍ୟୁ

ବୌଦ୍ଧ/ଚାରିଛକ,୪/୬- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ଝାଡ୍ରାଜିଂ ସେବାଶ୍ରମ ସ୍କୁଲରେ କାର୍ଯ୍ୟରତ ଶିକ୍ଷୟତ୍ରୀ ନିହାରିକା ପ୍ରଧାନଙ୍କ ଗତକାଲି ମୃତ୍ୟୁ ଘଟିଥିବା ଜଣାପଡିଛି । ତାଙ୍କ ମୃତ୍ୟୁ ଖବର ଜଣାପଡିବାପରେ ପ୍ରଧାନଶିକ୍ଷୟତ୍ରୀ, ସହକର୍ମୀ, ଛାତ୍ରଛାତ୍ରୀଙ୍କ ମହଲରେ ଗଭୀର
Read More...

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଉଦୟନାଥ ପରିଡ଼ାଙ୍କ ପରଲୋକ

ଜହ୍ନାପଙ୍କ,୪/୬- ବୌଦ୍ଧ ବ୍ଳକ ପଦ୍ମନପୁର ପଞ୍ଚାୟତ ଅନ୍ତର୍ଗତ ବୁଢୀପଦର, ବରସାହି ବାସିନ୍ଦା ଉଦୟନାଥ ପରିଡ଼ାଙ୍କ ୮୧ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କର ବଡ ପୁଅ ପ୍ରତାପ ପ୍ରତାପ ,ପ୍ରକାଶ, ପ୍ରମୋଦ, ପ୍ରେମା,ପ୍ରେମଚାନ୍ଦ ପୁତ୍ର ବଧୁ,ନାତି ନାତୁଣୀ ଓ ଧର୍ମ
Read More...

ପୂର୍ବତନ ସରପଞ୍ଚ ସୁଦର୍ଶନ ଜେନାଙ୍କ ପରଲୋକ

ଜହ୍ନାପଙ୍କ,୪/୬- ବୌଦ୍ଧବ୍ଳକ ଅନ୍ତର୍ଗତ ଖୁଣ୍ଟବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ସଭାପତି ଜହ୍ନାପଙ୍କ ବାସିନ୍ଦା ସୁଦର୍ଶନ ଜେନାଙ୍କ ୯୦ ବର୍ଷ ବୟସରେ ନିଜ ବାସଭବନରେ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳେ ତାଙ୍କର ବଡ ପୁଅ ଶ୍ୱେତ
Read More...

କୋଭିଡ ଟିକାକରଣରେ ସୁଧାର ଆଣିବାକୁ କଂଗ୍ରେସର ଦାବିପତ୍ର ପ୍ରଦାନ

ବୌଦ୍ଧ,୪/୬- ଆଜି ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ତରଫରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଜରିଆରେ ପ୍ରଦାନ କରାଯାଇଛି । ଦେଶରେ ଚାଲୁଥିବା କରୋନା ଟିକାକରଣ ପଦ୍ଧତି ରେ ତୁରନ୍ତ ପରିବର୍ତ୍ତନ କରାଯିବା ସହ ଦୈନିକ ଦେଶର ଏକ କୋଟି
Read More...

ବିଜେପି ଯୁବମୋର୍ଚ୍ଚା ତରଫରୁ କରୋନା ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ

ବୌଦ୍ଧ,୪/୬- ମୋଦି ସରକାରଙ୍କ ୭ ବର୍ଷ ପୂର୍ତ୍ତି ଅବସରରେ ଆଜି କଣ୍ଟାମାଳ ବ୍ଲକ ବିଳାସପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେପି ଯୁବମୋର୍ତ୍ତ ରାଜ୍ୟ ସଂପାଦକ ଓମପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ କରୋନା ସଚେତନତା ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବା ଜଣାପଡିଛି । ଏଥିସହିତ କରୋନାକୁ
Read More...

ବାଇକ ଦୁର୍ଘଟଣାରେ ୩ ଆହତ

ଦଶପଲ୍ଲା,୪/୬- ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ କୋରଡ଼ା ଗ୍ରାମପଞ୍ଚାୟତ ନିକଟସ୍ଥ ମହିତମା ଛକରେ ଦୁର୍ଘଟଣାରେ ସୁନ୍ଦୁରୁକୁମ୍ପା ଗ୍ରାମର ୩ ଜଣ ଯୁବକ ଅତ୍ୟଧିକ ମଦ୍ୟପାନ କରି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲେ । ସେମାନେ ହେଲେ ତ୍ରିଲୋଚନ ପ୍ରଧାନ, ଆର୍ତତ୍ରାଣ ପ୍ରଧାନ, ଶାନ୍ତନୁ ମାଲିକ ।
Read More...