ନଫ୍ତାଲି ବେନେଟ୍ ହେଲେ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦୀ
ନୂଆଦିଲ୍ଲୀ: ଇସ୍ରାଏଲ୍ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନଫ୍ତାଲି ବେନେଟ ଶପଥ ନେଇଛନ୍ତି । ଏହା ସହିତ ୧୨ ବର୍ଷ ହେବ ପ୍ରଧାନମନ୍ତ୍ରୀ ପଦରେ କବଜା କରିଥିବା ନେତାନ୍ୟାହୁଙ୍କ ଯୁଗ ଶେଷ ହୋଇଛି । ବେଞ୍ଜାମିନଙ୍କ ଐତିହାସିକ ୧୨ ବର୍ଷର ଶାସନ ପରେ ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନଫ୍ତାଲି!-->…
Read More...
Read More...