ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବୌଦ୍ଧ : ଜାତୀୟ ରାଜପଥ ୫୭ରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଗତକାଲି ରାତିରେ ବୌଦ୍ଧ ଥାନା ରଇଠାଣି ନିକଟରେ ଗୋଟିଏ ଟ୍ରକ୍‌ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି । ଖାଲି ବିଅର ବୋତଲ ନେଇ ରାଜଧାନୀ ଭୁବନେଶ୍ୱର
Read More...

କରୋନା ନେଲା ଶିକ୍ଷକଙ୍କ ଜୀବନ

କଣ୍ଟାମାଳ : କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ମହକୁମା କଣ୍ଟାମାଳ ଗ୍ରାମ ପଞ୍ଚାୟତର ଉଦେପୁର ଗ୍ରାମର ଶିକ୍ଷକ ଉମେଶ କହଁରଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି । ସେ କରୋନାରେ ଆକ୍ରାନ୍ତ ହେବା ପରେ ଗତ ଜୁନ୍‌ ୪ ତାରିଖରେ ବୌଦ୍ଧ କୋଭିଡ
Read More...

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ଯ୍ୟ ରୋକିବାକୁ ନେଇ ଆଲୋଚନାଚକ୍ର

ବାଲିଗୁଡ଼ା,୧୫/୬. ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ ଅଞ୍ଚଳରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ଯ୍ୟ କିଭଳି ସୃଷ୍ଟି ନହେବ ଓ ଏହା ସହ ସାମ୍ବାଦିକଙ୍କୁ ରାଜ୍ୟ ସରକାର ସମ୍ମୁଖ କରୋନା ଯୋଦ୍ଧା ଘୋଷଣା କରିବା ପରେ ସାମ୍ବାଦିକ ମାନଙ୍କ ମନରେ ଏକ
Read More...

ଭର୍ଚୁଆଲ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳିତ

ବାଲିଗୁଡ଼ା,୧୫/୬: ବିଶ୍ଵ ମହାମାରୀ କରୋନା ପାଇଁ ରାଜ୍ୟସ୍ତରୀୟ ଲୋକକଳା ଦିବସ ଜୁମ୍ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳନ ହୋଇଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଲୋକ କଳା ଦିବସ ପାଳିତ ହୋଇଯାଇଛି l ଏଥିରେ ଜିଲ୍ଲା ଉପ ସଭାପତି ସରୋଜ କର୍ଣ୍ଣ ଙ୍କ
Read More...

ରାଜଧାନୀ ଭୁବନେଶ୍ବରରେ ଗୋଧି ମାଂସ ବିକ୍ରି ହେଉଥିବା ବେଳେ ଚଢାଉ କଲା ପୋଲିସ

ଭୁବନେଶ୍ବର,୧୫/୬: ରାଜଧାନୀ ଭୁବନେଶ୍ବରରେ ଗୋଧି ମାଂସ ବିକ୍ରି ହେଉଥିବାର ପୋଲିସକୁ ଖବର ମିଳିଥିଲା। ଝାରପଡାର ଚିକେନ କାଉଣ୍ଟରରେ ଗୋଧି ମାଂସ ବିକ୍ରି ହେଉଥିବା ଖବର ପାଇ ଲକ୍ଷ୍ମୀସାଗର ପୋଲିସ ଚଢାଉ କରିଥିଲା। ସମ୍ପୃକ୍ତ କାଉଣ୍ଟରରେ ୨୦ ଟି ଗୋଧିକୁ କାଟି, ତାହାର ମାଂସ ବିକ୍ରି ହେଉଥିବାର
Read More...

ନକଲି କୋଭିଡ ଔଷଧ ଜବତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪/୬- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ରାଜ୍ୟବ୍ୟାପୀ ନକଲି କୋଭିଡ ଔଷଧ ଜବତ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ପ୍ରଥମେ କଟକ ମାଲଗୋଦାମ ଅଞ୍ଚଳରେ ଏହି ଔଷଧ ନକଲି କରାଯାଇଥିବାନେଇ ଖବର ମିଳିବାପରେ ରାଜ୍ୟବ୍ୟାପୀ ଡ୍ରଗ୍ସ
Read More...

ସାଇପ୍ରିୟା ନଗରରେ ତାଲାବନ୍ଦ ଦୁଇଟି ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ

ରାୟଗଡ/୧୪/୬- ରାୟଗଡ ସହରରେ ବୃଦ୍ଧି ପାଉଛି ଚୋରି । ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଏକ ତାଲା ବନ୍ଦ ଥିବା ଘରେ କଳାକନା ବୁଲାଇଛନ୍ତି ଦୁବୃର୍ତ୍ତ । ଆଜି ରାୟଗଡ ସହରର ସାଇପ୍ରିୟା ନଗର ସ୍ଥିତ ମା’ଗୃହ ପଡିଶାରେ ଥିବା ଦୁଇ ମହଲାର ଦୁଇଟି ଘରେ ହୋଇଛି ଚୋରି । ତଳ ଘରେ ଶ୍ରୀକାନ୍ତ କରାଳ ଓ
Read More...

ଆସନ୍ତା ୧୬ରୁ ବୌଦ୍ଧରେ ୧୮ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ

ବୌଦ୍ଧ,୧୪/୬- ବୌଦ୍ଧ ଟାଉନହଲଠାରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେଉଛି । ଏଥିନିମନ୍ତେ Cowin portal ମାଧ୍ୟମରେ ହିତାଧିକାରୀମାନେ ନିଜର ନାମ ପଞ୍ଜିକରଣ କରିବାସହ Slot booking କରାଇବା ବାଧ୍ୟତାମୂଳକ ଅଟେ । ପ୍ରତ୍ୟେକ ଦିନ
Read More...