ବନ୍ଧୁକଧାରୀକୁ କାବୁ କଲା ପୋଲିସ

ବଲାଙ୍ଗୀର : ଦୀର୍ଘ ୫ଘଣ୍ଟାର ଅପରେସନ ପରେ ପୋଲିସକୁ ମିଳିଛି ସଫଳତା । ଧରାପଡିଲା ବନ୍ଧୁକ ଧାରୀ ଯୁବକ । ଅଟକ ଯୁବକଙ୍କ ନାଁ ବିକ୍ରମ ପଣ୍ଡା ବୋଲି ଜଣାପଡିଛି । କାବୁ କରିବା ସମୟରେ ପୋଲିସ ଉପରକୁ ଫାୟାରି କରିଥିବା ସୂଚନା ମଧ୍ୟ ମିଳିଛି ।ଖବର ଅନୁଯାୟୀ, ମଙ୍ଗଳବାର ଦିନ ଜଣେ ଯୁବକ
Read More...

ଡେଲଟା ପ୍ରଜାତି ସଂକ୍ରମଣ ପରିବାର ଭିତରେ ବେଶି ବ୍ୟାପୁଛି

ହାଇଦ୍ରାବାଦ: କୋଭିଡ-୧୯ ର ଚଳିତ ଦ୍ୱିତୀୟ ଲହର ସଂକ୍ରମଣ ବେଳେ ପୂର୍ବ ଲହର ତୁଳନାରେ ପରିବାରମାନଙ୍କରେ ହିଁ ଏକାଧିକ ସଂକ୍ରମିତ ବାହାରୁଥିବା ଜଣାଯାଇଛି । ତେବେ ଏହାର କାରଣ ଖୋଜିବା ପାଇଁ ୟୁକେ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ଚଳାଇଥିବା ସର୍ବେକ୍ଷଣରୁ ସମସ୍ତଙ୍କୁ ଚକିତ କଲା ଭଳି ନିର୍ଯାସ
Read More...

ବୌଦ୍ଧରେ ୧୫ ମିନିଟ୍‌ରେ ସରିଗଲା ୧୫ଶହ ଟିକାର ସ୍ଲଟ ବୁକିଙ୍ଗ : ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ

ବୌଦ୍ଧ,୧୫/୬- ବୌଦ୍ଧ ଟାଉନହଲଠାରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତାକାଲି ଆରମ୍ଭ ହେଉଛି । ଆଜି (ମଙ୍ଗଳବାର) ଦିନ ୧ଘଣ୍ଟା ସମୟରେ ସ୍ଲଟ ଖୋଲାଯିବାପରେ ୧୫ମିନିଟ ମଧ୍ୟରେ ୧୬, ୧୭ ଓ ୧୮ ତାରିଖ ପାଇଁ ଧାର୍ଯ୍ୟ ପ୍ରତ୍ୟେକ ଦିନର ୫୦୦ ଲେଖାଏଁ ଟିକା ବୁକିଙ୍ଗ
Read More...

ଡବ୍ଲୁଟିସି ଫାଇନାଲ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ : ସାଉଥମ୍ପଟନ୍‌ରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ପାଇଁ ନ୍ୟୁଜିଲ୍ୟାଣ୍ଡ ତାର ଦଳ ଘୋଷଣା କରିଛି । ବିଶ୍ୱକପ୍‌ ଟେଷ୍ଟ ବୋଲି ବିବେଚନା କରାଯାଉଥିବା ଫାଇନାଲରେ ୧୫ ଜଣିଆ ଦଳ ଘୋଷଣା କରାଯାଇଛି, ଯେଉଁଥିରେ ଅଧିନାୟକ କେନ୍‌
Read More...

ବୌଦ୍ଧ-ବଘିଆପଡା ରାସ୍ତା ପାଲଟିଛି ମରଣଜନ୍ତା !

ବୌଦ୍ଧ,୧୫/୬ - ବୌଦ୍ଧ ଠାରୁ ବଘିଆପଡା ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଲୋକଙ୍କ ପାଇଁ ମରଣଜନ୍ତା ସାଜିଛି । ଗତ ୩ ବର୍ଷ ହେଲା ୧୮ କିଲୋମିଟର ରାସ୍ତା କାମ ଚାଲିଥିବା ବେଳେ କେବେ ସରିବାର ନାମ ନେଉନାହିଁ । ଅନେକ ସ୍ଥାନରେ ଅଧାପନ୍ତରିଆ କାମକରି ଠିକାସଂସ୍ଥା ପକାଇ ରଖୁଥିବା ହେତୁ ଦୈନନ୍ଦିନ
Read More...

ବେଙ୍ଗଲ ବିଜେପିରେ ସଂକଟ : ରାଜ୍ୟପାଳଙ୍କ ସହ ବୈଠକରେ ସାମିଲ ହେଲେନି ୨୪ ବିଜେପି ବିଧାୟକ

କୋଲକତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜନୈତିକ ପାଣିପାଗ ପୁରା ବଦଳିଯାଇଛି । ପୁଣିଥରେ ବେଙ୍ଗଲରେ ଦିଦି ସରକାର ଆସିବା ପରେ ଦଳଡିଆ ନେତାମାନେ ଏବେ ତୃଣମୂଳ କଂଗ୍ରେସକୁ ଫେରିବାକୁ ବ୍ୟାକୁଳ ହେଉଥିବା ଜଣାପଡିଛି । ନିକଟରେ ଟିଏମସି ଛାଡି ବିଜେପି ଯୋଗ
Read More...

ବଲାଙ୍ଗୀରରେ ଯୁବକଙ୍କ ଉନ୍ମୁତ୍ତ କାଣ୍ଡ, ବନ୍ଧୁକ ଧରି ଆତଙ୍କ ଖେଳାଉଛି

ବଲାଙ୍ଗୀର :ବଲାଙ୍ଗୀର ସହରର ଶାନ୍ତିପଡାରେ ଜଣେ ଯୁବକ ଏକ ଘର ଭିତରକୁ ପଶି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରୁଛି । ଘର ମାଲିକ ଓ ପରିବାର ଲୋକଙ୍କୁ ଯୁବକ ଜଣକ ଅଟକ ରଖିଛି । ପାଖକୁ କେହି ଆସିଲେ ନିଜକୁ ବନ୍ଧୁକରେ ମାରି ଦେବି ବୋଲି ବୋଲି ଧମକ ଦେଉଛି । ଏହି ଘଟଣା ଖବର ପାଇଁ ବଲାଙ୍ଗୀର ପୁଲିସ
Read More...

ଦଶପଲ୍ଲା ପଶ୍ଚିମାଞ୍ଚଳରେ ଡାକ୍ତର ମରୁଡି

ଦଶପଲ୍ଲା ,୧୫/୬:- ସାରା ବିଶ୍ୱ ବର୍ତ୍ତମାନ କରୋନାର କରୁଣ ପରିଣତି ଭୋଗୁଥିବା ବେଳେ ସମଗ୍ର ବିଶ୍ୱବାସୀ ହାହୁତାଶରେ ଜୀବନ କାଟୁଛନ୍ତି । କରୋନାର ଦ୍ୱୀତୀୟ ଲହର୍‌ ଅସ୍ତବ୍ୟସ୍ତ କରିଦେଇଛି ଜନଜୀବନକୁ । ଏଭଳି ଏକ ସଂକଟ ସମୟରେ , ଦଶପଲ୍ଲା ପଶ୍ଚିମାଞ୍ଚଳ ଟାକରା,ବାଣିଗୋଛା, କୁଜାମେଣ୍ଢି,
Read More...