ବୌଦ୍ଧ: ଆଜି ହରଭଙ୍ଗା ବ୍ଲକରୁ ୩୭, ବୌଦ୍ଧ, କଣ୍ଟାମାଳରେ ଏକ ଅଙ୍କ ମଧ୍ୟରେ

ବୌଦ୍ଧ,୧୬/୬ - ଆଜି ପୁଣି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ
Read More...

ସାଢେ ୧ଟାରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍‌ : ଅନଲକ୍‌ ହେବ କି ?

ଭୁବନେଶ୍ୱର : ଗୁରୁବାର ସକାଳେ ରାଜ୍ୟରେ ଲକଡାଉନ ଶେଷ ହେବାକୁ ଯାଉଛି । ତେବେ ଲକଡାଉନ୍‌ କଟକଣା ବଢିବ ନା କୋହଳ ହେବେ ସେନେଇ ଏବେସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ସାଢେ ୧ଟା ସମୟରେ କିଛି ବଡ ଘୋଷଣା
Read More...

ଏହି ରେଷ୍ଟୁରାଣ୍ଟରେ ଟିକା ନେଇଥିବା ଲୋକଙ୍କୁ ମିଳୁଛି ସ୍ପେଶାଲ ଡିସ୍‌କାଉଣ୍ଟ

ନୂଆଦିଲ୍ଲୀ : କରୋନାରୁ ରକ୍ଷା ପାଇବା ପାଇଁ ସମସ୍ତେ ଏବେ ଟିକା ନେବାକୁ ଉଦ୍ୟମ କରୁଛନ୍ତି । ଏହି ସମୟ ମଧ୍ୟରେ ଦିଲ୍ଲୀରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ରେଷ୍ଟୁରାଣ୍ଟ ମଧ୍ୟ ଖୋଲିବା ଆରମ୍ଭ କରିଛି । ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ ଏକ ନିଆରା ପଦକ୍ଷେପ ଆରମ୍ଭ କରିଛି, ଯାହା ଦ୍ୱାରା
Read More...

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୧୦ମୃତ

ଆନନ୍ଦ: ଗୁଜରାଟର ଆନନ୍ଦ ସ୍ଥିତ ତାରାପୁର ରାଜପଥରେ ଗୋଟିଏ ଟ୍ରକ୍‌ ଓ କାର୍‌ ମଧ୍ୟରେ ଧକ୍କା ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ସମସ୍ତ ୧୦ ଜଣ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି । ସୂଚନା ଅନୁସାରେ, ପରିବାରର ସଦସ୍ୟମାନେ ଗୋଟିଏ କାର୍‌ ଯୋଗେ ସୁରତରୁ ଭାବାନଗର ଯାଉଥିଲେ ।
Read More...

ପୁଣି ୪୪ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...

୭୦ ବର୍ଷରେ ପଦାର୍ପଣ କଲେ ମିଥୁନ, ଶ୍ରୀଦେବୀଙ୍କୁ ଦ୍ୱିତୀୟ ବିବାହ କରି ଚର୍ଚ୍ଚାରେ ଥିଲେ

ଡିସ୍କୋ ନୃତ୍ୟଶିଳ୍ପୀ ମିଥୁନ ଚକ୍ରବର୍ତ୍ତୀ ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଜୁନ୍‌ ୧୬, ୧୯୫୦ ରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ମିଥୁନଙ୍କ ପ୍ରକୃତ ନାମ ହେଉଛି ଗୌରଙ୍ଗ ଚକ୍ରବର୍ତ୍ତୀ । ତେବେ ସେ ଏହି ନାମକୁ ଫିଲ୍ମରେ କେବେବି ବ୍ୟବହାର କରିନଥିଲେ । ମିଥୁନ୍‌ ସେହି ବଲିଉଡ
Read More...

ଆହୁରି ସୁନ୍ଦର ଦିଶିବ ଶ୍ରୀମନ୍ଦିର, ଲାଗିବ ଦାମୀ ଥ୍ରିଡି ଲାଇଟ୍‌

ପୁରୀ: ଆହୁରି ସୁନ୍ଦର ଦିଶିବ ଶ୍ରୀମନ୍ଦିର। ସନ୍ଧ୍ୟାରେ ଆଲୋକମାଳା(ଫେକେଡ୍‌ ଇଲୁମିନେସନ୍‌)ରେ ଝଲସିବ ଅଁଳାବେଢ଼ଠାରୁ ଆରମ୍ଭ କରି ମେଘନାଦ ପା‌ଚେରି। ଚାରିଆଡ଼େ ଦାମୀ ଥ୍ରିଡି ଲାଇଟ୍‌ ସଂଯୋଗ କରାଯିବ। ଯଦ୍ବାରା ଭକ୍ତମାନେ ଶ୍ରୀମନ୍ଦିରର ଅପରୂପ ସୌନ୍ଦର୍ଯ୍ୟକୁ ଘନ ଅନ୍ଧକାରରେ ବି ଦୂରରୁ
Read More...

ରାଜ୍ୟରେ ଦୈନିକ ସଂକ୍ରମଣ କମୁଛି, ଆପଣଙ୍କ ଜିଲ୍ଲାରୁ କେତେ ଜାଣନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ଦିନକୁ ଦିନ କମୁଛଇ । ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୩୦୬୧ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୧୬ଜଣ
Read More...

ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ

ଚୌଦ୍ୱାର : କଟକ ମଙ୍ଗୁଳି ନିକଟସ୍ଥ ୧୬ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର  କରାଯାଇଛି ।  ଟାଙ୍ଗୀ ପୋଲିସ
Read More...