Sign in
Sign in
Recover your password.
A password will be e-mailed to you.
ଗଜପତିରେ ପୁଣି ୨୭ ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୧୬/୬- ଗଜପତି ଜିଲ୍ଲାରେ ଆଜି ପୁଣି ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ୩ ଜଣ, ଗୋଶାଣି ବ୍ଳକରୁ ୫ ଜଣ, ଗୁମ୍ମା ବ୍ଳକରୁ ୮ ଜଣ, କାଶୀନଗର ବ୍ଳକରୁ ୪ ଜଣ, ମୋହନା ବ୍ଳକରୁ ୪ ଜଣ, ନୂଆଗଡ଼!-->…
Read More...
Read More...
ବୌଦ୍ଧ ସହରକୁ ନିର୍ମଳ ଓ ବିଶୁଦ୍ଧ ଜଳ ଯୋଗାଣ ପାଇଁ ପ୍ରସ୍ତାବ ଦେଲା ଲୟର୍ସ ଫୋରମ
ବୌଦ୍ଧ,୧୬/୦୬ - ବୌଦ୍ଧ ସହରାଞ୍ଚଳ କୁ ନିର୍ମଳ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମହାନଦୀର ଅପର ପାର୍ଶ୍ୱରେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏକ ପ୍ରସ୍ତାବ ଦେଇଛି ବୌଦ୍ଧ ଲୟର୍ସ ଫୋରମ । ମହାନଦୀର ଜଳପ୍ରବାହ ବୌଦ୍ଧ ସହର ପାର୍ଶ୍ୱରେ କମ୍ ରହୁଥିବା ହେତୁ!-->…
Read More...
Read More...
ଡବ୍ଲୁଟିସି ଫାଇନାଲ : ବିଶ୍ୱ ରେକର୍ଡ ଅପେକ୍ଷାରେ ରୋହିତ, କୋହଲି
ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ର ଫାଇନାଲ୍ ୧୮ ଜୁନ୍ରେ ସାଉଥମ୍ପଟନରେ ଖେଳାଯିବ । ଟେଷ୍ଟ କ୍ରିକେଟରେ ବିଶ୍ୱ ଚାମ୍ପିୟନ ହେବା ଉଭୟ ଦଳ ପାଇଁ ଏହା ଏକ ଭଲ ସୁଯୋଗ ହେବ । ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ପାଇଁ ଉଭୟ ଦଳ ନିଜର ଦଳ!-->…
Read More...
Read More...
ଯୁବକଙ୍କୁ ପଥରରେ ଛେଚି ହତ୍ୟା !
ଖୋର୍ଦ୍ଧା: ଖୋର୍ଦ୍ଧା ସହରଠାରୁ ୮ କିମି ଦୂର କେରଙ୍ଗ ରାସ୍ତାର ଠାକୁରପଡ଼ା ଗାଁରେ ଜଣେ ଯୁବକଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ଜଣାଯାଇଛି । ରାତି ସାଢେ଼ ଆଠଟା ବେଳେ ଏହି ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକ ଖୋର୍ଦ୍ଧା ଟାଉନ ଥାନାକୁ ଖବର ଦେଇଥିଲେ । ସୂଚନା ପାଇ ସେଠାରେ!-->…
Read More...
Read More...
ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ୪ ଫେକ୍ ମାଓବାଦୀ
ବାଲିଗୁଡ଼ା/ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ୪ଜଣ ଫେକ୍ ମାଓବାଦୀ । ଗତ ୧୦ତାରିଖ ରାତିରେ ନିଜକୁ ମାଓବାଦୀର ପରିଚୟ ଦେଇ ଦାରିଙ୍ଗବାଡ଼ି ଥାନା ମକପାଟା ଗାଁ ର ପ୍ରମୋଦ ପ୍ରଧାନ ଓ ଟେପାରୀ ଗାଁ ର ବିଶ୍ୱନାଥ ପ୍ରଧାନଙ୍କ ପରିବାର ଲୋକଙ୍କୁ ଧମକାଇ ଟଙ୍କା, ସୁନା ଡାଲି, ଚାଉଳ!-->…
Read More...
Read More...
ଚାଷୀଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖିଲେ କଳିକେଶ
ସୁବର୍ଣ୍ଣପୁର,୧୬/୬-ସୁବର୍ଣ୍ଣପୁର ଜିଲ୍ଲାର କୃଷକ ମାନଙ୍କ ଆନ୍ଦୋଳନ ବିଷୟ ଓ ତାହାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟକୁ ଚିଠି ଲେଖିଛନ୍ତି ବଲାଙ୍ଗୀର ଲୋକସଭାର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ । ସିଂଦେଓ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଚାଷୀ!-->…
Read More...
Read More...