ବିଜେଡିର ପୁନମ ହେଲେ କନ୍ଧମାଳ ଜିଲ୍ଲା ମହିଳା ସଭାପତି ଓ ସୁଜାତା ମହିଳା ରାଜ୍ୟ ସମ୍ପାଦକ
ଫୁଲବାଣୀ,୨୭/୬- ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡ଼ି ସୁପ୍ରିମୋ ଜିଲ୍ଲା ମହିଳା ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ପୁନମ କହଁର ହେଲେ ବିଜୁ ଜନତା ଦଳର କନ୍ଧମାଳ ମହିଳା ଜିଲ୍ଲା ସଭାପତି । ପୂର୍ବରୁ ସେ ଜିଲ୍ଲାର ମହିଳା ଉପ ସଭାପତି ରୂପେ କାର୍ଯ୍ୟ ତୁଲାଉଥିଲେ!-->…
Read More...
Read More...