ଜିଲ୍ଲା ବିଜେଡି ଦଳର ମହିଳା ସଭାନେତ୍ରୀ ହେଲେ ପୂର୍ଣ୍ଣବାସୀ ନାୟକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ବିଜେଡି ଦଳର ମହିଳା ସଭାନେତ୍ରୀ ଭାବେ ଆଦିବାସୀ ମହିଳାନେତ୍ରୀ ଶ୍ରୀମତି ପୂର୍ଣ୍ଣବାସୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋନୀତ କରିଥିବା ଆଜି ଦଳ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ଇସ୍ତହାରରୁ ଜଣାପଡିଛି ।ଶ୍ରୀମତି ନାୟକ ୨୦୦୨ ମସିହାରେ…
Read More...

ଟିମ ହ୍ୟୁମାନିଟି କନ୍ଧମାଳର ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କ ଦ୍ୱାରା ଅଜଗର ସାପ ଉଦ୍ଧାର

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ୍‌ଠାରୁ ୧୨ କିମି ଦୂର ବାରିକୁମ୍ପା ଗ୍ରାମର ନାରାୟଣ ଆଚାର୍ଯ୍ୟ ନାମକ ଜଣେ ବ୍ୟକ୍ତିଙ୍କ ବଗିଚାରେ ଏକ ଅଜଗର ସାପକୁ ଦେଖି ଟିମ୍‌ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇବା କ୍ଷଣି ଟିମ୍‌ ସଦସ୍ୟ ଭି…
Read More...

ଓଲଟିଲା ମାଲବାହୀ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବୌଦ୍ଧ : ବୌଦ୍ଧ ଥାନା ରାଧାନଗର ଗ୍ରାମ ନିକଟ ଜାତୀୟ ରାଜପଥ ୫୭ ନମ୍ବରରେ ଏକ ମାଲବାହୀ ଟ୍ରକ୍‌ ଓଲଟି ପଡିଛି । ଏଥିରୁ ଅଳ୍ପକେ ରକ୍ଷା ପାଇଁ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ, ଆଜି ସକାଳ ୧୦ଟା ସମୟରେ ରାଧନଗର ପୋଖରୀ ନିକଟରେ କଟକରୁ ବିଦ୍ୟୁତ ସାମଗ୍ରୀ ନେଇ…
Read More...

ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆ ପରିବାକୁ କଣ୍ଟାମାଳ ସାମ୍ବାଦିକ ସଂଘର ସହାୟତା

କଣ୍ଟାମାଳ,୨୮/୬ - ଗତ ଅପ୍ରେଲ ୭ ତାରିଖରେ ପ୍ରାଣ ହରାଇଥିବା ବରିଷ୍ଠ ସମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ କଣ୍ଟାମାଳ ବ୍ଳକ ସାମ୍ବାଦିକ ସଂଘ (କବ୍ଚା)ର ଏକ ପ୍ରତିନିଧି ମଣ୍ଡଳୀ ଯାଇ ମୃତ ବସ୍ତିଆଙ୍କ ମା, ଧର୍ମ ପତ୍ନୀ ଓ ଦୁଇଝିଅକୁ ଭେଟି ସାନ୍ତ୍ୱନା ଦେବାସହ ସହାୟତା ପ୍ରଦାନ…
Read More...

ଯୁବ ଓ଼ ଅଭିଜ୍ଞ ବ୍ୟକ୍ତିଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି – ଡ଼. ରାସେଶ୍ୱରୀ ପାଣିଗ୍ରାହୀ ବିଜେଡି ପ୍ରବକ୍ତା

ସମ୍ବଲପୁର,୨୮/୬- ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ୩୦ ଜ଼ିଲ୍ଲା ପାଇଁ ନୁଆ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଥିବା ବେଳେ ଏହି ଜ଼ିଲ୍ଲାଗୁଡିକୁ ନେଇ ୬ଟି ଜୋନ କରାଯାଇ ଦଳର ୬ ଜଣ ବରିଷ୍ଠ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ ଜରାଯାଇଛି । ପୁଣି ବିଜୁ ମହିଳା ଜନତା ଦଳର…
Read More...

ମହାନଦୀ ଗର୍ଭରେ ଜଳଭଣ୍ଡାର ପାଇଁ ଅନୁଧ୍ୟାନ

ସମ୍ବଲପୁର,୨୮/୬- ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱକାଳ ଶାସନରେ ରହିଲା ପରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ମୁଣ୍ଡରେ ମହନଦୀରେ ବୋହି ଯାଉଥିବା ଜଳ ସଂରକ୍ଷଣ ପାଇଁ ଚିନ୍ତା ପଶିଛି । ଏ ବିଷୟରେ ରାଜ୍ୟ ଜଳ ସଂସାଧନ ବିଭାଗୀୟ ସୂତ୍ରରୁ ହସ୍ତଗତ ଏକ ସୂଚନା ଅନୁସାରେ ଏଥିପାଇଁ ଏ ଦିଗରେ ଅନୁଧ୍ୟାନ…
Read More...

୧୧୦ ଟପିଲା ପେଟ୍ରୋଲ ଲିଟର, ଜାଣନ୍ତୁ କେଉଁଠି

ଜୟପୁର: ଦେଶରେ ପ୍ରତିଦିନ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିପାଇ ଶେଷରେ ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ଟପିଯାଇଛି । ରାଜସ୍ଥାନରେ ରବିବାର ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୬ ପଇସା ଏବଂ ଡିଜେଲ ୨୭ ପଇସା ବୃଦ୍ଧିପାଇବା ପରେ ଏବେ ପ୍ରିମିୟମ ପେଟ୍ରୋଲ ୧୧୨…
Read More...

ଟ୍ରିପଲ ମର୍ଡର : ବ୍ୟବସାୟୀଙ୍କ ଘରେ ପଶି ଗୁଳିମାରିଲେ ଦୁର୍ବୃତ୍ତ

ଗାଜିଆବାଦ : ଉତ୍ତରପ୍ରଦେଶର ଗାଜିଆବାଦରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ।ରବିବାର ବିଳମ୍ବିତ ରାତିରେ ଏଠାରେ କିଛି ଦୁର୍ବୃତ୍ତଏକ କପଡା ବ୍ୟବସାୟୀଙ୍କ ଘରେ ପ୍ରବେଶ କରି ଗୁଳି ଚଳାଇଥିଲେ । ଏଥିରେ ବ୍ୟବସାୟୀ ଏବଂ ତାଙ୍କର ଦୁଇ ପୁଅ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ବ୍ୟବସାୟୀଙ୍କ…
Read More...

ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ

ରାଇରଙ୍ଗପୁର:   ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ।ସୂଚନା ଅନୁସାରେ, ବହଳଦା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର କାଦୁଆଣି ଛକ ନିକଟରେ ଦୁର୍ଘଟଣା ଘଟିଛି । ଏକ ଲୁହା ପଥର ଟ୍ରକ୍ ଧକ୍କାରେ ଜଣେ…
Read More...