ଅବକାରୀ ଏଏସ୍ଆଇଙ୍କ ଗିରଫ ଦାବିରେ ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡ଼ିଆ ଆସୋସିଏସନର ସଦସ୍ୟ ପିନ୍ଧିଲେ କଳାବ୍ୟାଜ୍
ଦଶପଲ୍ଲା : ନୟାଗଡ଼ର ଦୁଇ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ଅବକାରୀ ସବ୍ ଇନ୍ସପେକ୍ଟର ଧନଞ୍ଜୟ ପାତ୍ରଙ୍କୁ ଗିରଫ ଦାବିରେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ଅହୋରାତ୍ର ୩ ଦିନ ଧରି ଚାଲିଥିବା ଧାରଣା ଗତକାଲି, ଜିଲ୍ଲାପାଳଙ୍କ ସରକାରୀ ଆବାସିକ!-->…
Read More...
Read More...