ଘରୋଇ ବସ ଶ୍ରମିକଙ୍କ ପାଇଁ ଆର୍ଥିକ ସାହାଯ୍ୟ ଦାବି
ସମ୍ବଲପୁର,୧୮/୬- କରୋନା କଟକଣା ନାଁରେ ବର୍ତ୍ତମାନ ସଡ଼କ ପରିବହନ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଏଣୁ ଏହି ଉଦ୍ୟୋଗ ଉପରେ ଆଶ୍ରିତ କର୍ମଚାରୀ ଓ ଶ୍ରମିକମାନଙ୍କ ସ୍ଥିତି ସାଙ୍ଘାତିକ ହୋଇଗଲାଣି । ଏହି ସନ୍ଦର୍ଭରେ ସ୍ଥାନୀୟ ଘରୋଇ ବସ ଶ୍ରମିକ ସଂଘ ପକ୍ଷରୁ ଆଜି ସମ୍ବଲପୁର!-->…
Read More...
Read More...