ବୌଦ୍ଧ : କମିକମି ଆସୁଛି ସଂକ୍ରମଣ, ଏକ ଅଙ୍କରେ ବୌଦ୍ଧ ଏନ.ଏ.ସି. ଓ ହରଭଙ୍ଗା ବ୍ଲକ୍‌

ବୌଦ୍ଧ,୧୫/୬- ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ହ୍ରାସ ପାଉଥିବା ଆଶ୍ୱସ୍ତିର ବିଷୟ ଅଟେ । ଗୋଟିଏ ଦିନକୁ ଛାଡି ଦେଲେ ଶତକ ତଳେ ରହିଛି ଦୈନିକ ଆକ୍ରାନ୍ତ ସଂଖ୍ୟା । ଆଜି ଜିଲ୍ଲାରେ ୫୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଜିଲ୍ଲାରେ ଅଧିକ କରୋନା ରୋଗୀ
Read More...

ବଜ୍ରାଘାତରେ ୨ମୃତ

ସୁବର୍ଣ୍ଣପୁର.୧୫/୬-ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ବର୍ଡାକଟା ଗାଁରେ ଘଟଛି ଅଘଟଣ । ବଜ୍ରାଘାତରେ ଦୁଇ ଜଣଙ୍କ ପ୍ରାଣ ଯାଇଛି । ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । କେନ୍ଦୁପତ୍ର ଫଡିରେ ପତ୍ର ବାନ୍ଧୁଥିବାବେଳେ ହୋଇଛି ଅଘଟଣ । ମୃତକମାନେ
Read More...

ଟିକା ନେବା ପରେ ସାର୍ଟିଫିକେଟ ସେୟାର କରୁଛନ୍ତି କି ?

ନୂଆଦିଲ୍ଲୀ : ଯଦି ଆପଣ ଟିକା ନେବା ପରେ ସୋସିଆଲ ମିଡିଆରେ ସରକାର ଦେଇଥିବା ଟିକା ପ୍ରମାଣପତ୍ରକୁ ମଧ୍ୟ ସେୟାର କରିଛନ୍ତି, ତେବେ ସାବଧାନ ରୁହନ୍ତୁ, କାରଣ ଏହା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଲିକ କରିପାରେ । ଏଇଥି ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ସତର୍କ ସୂଚନା ଜାରି କରିଛି ।ଟିକାକରଣ
Read More...

ହାତୀ ଆତଙ୍କ, ଲୋକେ ଭୟଭୀତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଅଞ୍ଚଳ ଦୁଲ୍ଲଭପୁର ଗାଁ ନିକଟରେ ହାତୀ ଆତଙ୍କ  । ଲୋକେ ଭୟଭୀତ ।ଦୁଲ୍ଲଭପୁର ଗାଁ ନିକଟ ବାଘଡିଆଁ ଜଙ୍ଗଲରେ ଡେରା ପକାଇଛନ୍ତି ୩୦ ଟିକିଆ  ହାତୀପଲ। ଦଳରେ ସାତଟି ଛୁଆ ହାତୀମଧ୍ୟ ରହିଛନ୍ତି। ହାତୀପଲଙ୍କୁ ଘଉଡାଇବା ପାଇଁ
Read More...

ପୁଣି ୪୪ଜଣଙ୍କ ଜୀବନ ନେଲା କରୋନା, ୩୪୦୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ପୁଣି ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । କିନ୍ତୁ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା
Read More...

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶ୍ରମିକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶ୍ରମିକମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ସନ୍ତୋଷ ଜେନାଙ୍କ ନେତୃତ୍ୱରେ ଶ୍ରମିକମାନଙ୍କୁ ଅତ୍ୟାବଶ୍ୟକ
Read More...

ଅରକ୍ଷିତଙ୍କୁ ସାହାଯ୍ୟର ହାତ ବଢାଇଲେ ହରଭଙ୍ଗା ବିଡିଓ

ହରଭଙ୍ଗା : ବଣ ପାହାଡ ଘେରା ଭିତରେ ଅସହାୟ ଅବସ୍ଥାରେ ୮ ଟି ସନ୍ତାନର ବାପା ଅରକ୍ଷୀତ ପ୍ରଧାନଙ୍କ ପରିବାରଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ହରଭଙ୍ଗା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ନିଳକଣ୍ଠ ବେହେରା । ହରଭଙ୍ଗା ବ୍ଲକ ବାଣିଭୁଷଣପୁର ପଂଚାୟତର ଭଉଁରୀପଥର ଠାରେ ଥିବା ଜଙ୍ଗଲ ମଧ୍ୟରେ ରହନ୍ତି
Read More...