ଗଜପତିରେ ଥମୁଛି ସଂକ୍ରମଣ, ଆଜି ୮ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୨୪/୬- ଜିଲ୍ଲାରେ ଆଜି ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ଜଣେ,ଗୋଶାଣି ବ୍ଳକରୁ ୨ ଜଣ,ଗୁମ୍ମା ବ୍ଳକରୁ ଜଣେ, କାଶୀ ନଗର ବ୍ଳକରୁ ୩ ଜଣ, ଆର ଉଦୟଗିରି ବ୍ଳକରୁ ଜଣେ କରୋନା ପଜିଟିଭ ଚିହ୍ନଟ!-->…
Read More...
Read More...