ବାନ୍ତି ହେଉଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ଖାଦ୍ୟ ଠିକ ଭାବେ ହଜମ ନହେଲେ ଆମକୁ ପ୍ରାୟ ସମୟରେ ବାନ୍ତି ଲାଗିଥାଏ । ତେବେ ଅନ୍ୟ କେତେକ କାରଣରୁ ମଧ୍ୟ ବାନ୍ତି ହୋଇଥାଏ । ଯେପରି ଆମେ ଔଷଧ ଖାଇଲେ ଆମକୁ ବାନ୍ତି ଲାଗେ । ଏହାଛଡ଼ା କେତେକ ରୋଗରେ ମଧ୍ୟ ବାନ୍ତି ଲାଗେ । କେତେକ ଲୋକ ଗାଡ଼ିରେ କୁଆଡେ ଗଲେ ତାଙ୍କୁ ବାନ୍ତି ଲାଗିଥାଏ । ତେବେ
Read More...

ସାଂସଦ ସପ୍ତଗିରିଙ୍କୁ କଂଗ୍ରେସ ଭବନରେ ସମ୍ବର୍ଦ୍ଧନା

ଭୁବନେଶ୍ୱର,୪/୬ - ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଏଆଇସିସିର ସଂପାଦକ ଭାବେ ନିଯୁକ୍ତି ଦେବା ସହିତ ଛତିଶଗଡ ରାଜ୍ୟର ପ୍ରଭାରୀ ଭାବେ ନିଯୁକ୍ତି ଦେଇଥିବାରୁ ଆଜି କଂଗ୍ରେସଭବନରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ୟକାରୀ
Read More...

ଯୁକ୍ତ ୨ ପରୀକ୍ଷା ହେଲା ବାତିଲ

ଭୁୁବନେଶ୍ୱର,୪/୬,– ମହାମାରୀ କରୋନାର ଭୟାବହତା କାରଣରୁ ପରୀକ୍ଷା ବ୍ୟବସ୍ଥିତ ଉପାୟରେ କରିବା ସମ୍ଭବ ନହେବାରୁ ରାଜ୍ୟ ସରକାର ଆଜି ଯୁକ୍ତ ୨ ବାର୍ଷିକ ପରୀକ୍ଷା ବାତିଲ କରିବାପାଇଁ ବାଧ୍ୟ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିବା ସହିତ ଉପଯୁକ୍ତ ମୂଲ୍ୟାୟନ ପଦ୍ଧତିରେ ପିଲାଙ୍କୁ ମାର୍କ
Read More...

+୨ ପରୀକ୍ଷା ବାତିଲ, ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ ହେବା ପରେ ଆଜି ରାଜ୍ୟ ସରକାର ମଧ୍ୟ +୨ ପରୀକ୍ଷାକୁ ବାତିଲ୍ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପରୀକ୍ଷାଠାରୁ ଛାତ୍ରଛାତ୍ରୀ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି
Read More...

ସ୍ୱେଚ୍ଛାସେବୀ ଦାହକଲେ ମୃତକଙ୍କ ମରଶରୀର

ବୌଦ୍ଧ,୪/୬ - ବୌଦ୍ଧବ୍ଲକ ତେଲିବନ୍ଧ ଗ୍ରାମର ପଞ୍ଚାନନ ଭଞ୍ଜ (୬୫ ବର୍ଷ )ଙ୍କର ଗତକାଲି ରାତିରେ ମୃତ୍ୟୁ ହୋଇଥିଲା । ତାଙ୍କର ପରିବାର କହିଲେ ତାଙ୍କର ପତ୍ନୀ ଓ ଦୁଇ ଝିଅ । ତେଣୁ ତାଙ୍କର ଶବ ସତ୍କାର କରିବାପାଇଁ ସରପଞ୍ଚ ନଳିନୀ ପଲିଆ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲି
Read More...

ପୁଣି ବିଗିଡିଲା ମିଲଖା ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା, ଆଇସିୟୁ ୱାର୍ଡରେ ଭର୍ତ୍ତି ହେଲେ

ଚଣ୍ଡିଗଡ: ଭାରତୀୟ ଆଥଲେଟ୍ ମିଲଖା ସିଂଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ଖରାପ ହୋଇଯାଇଛି। ତାଙ୍କୁ ପିଜିଏମଆଇଇଆରର ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି। ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ମୁଖପାତ୍ର ପ୍ରଫେସର ଅଶୋକ କୁମାର ଏହି ସୂଚନା
Read More...

ଖୁବଶୀଘ୍ର ଭୁବନେଶ୍ୱରରେ ସାମ୍ବାଦିକମାନଙ୍କୁ ଦ୍ୱିତୀୟ ଡୋଜ ଟିକାକରଣ

ଭୁବନେଶ୍ୱର: ସାମ୍ବାଦିକମାନଙ୍କୁ ଟିକାକରଣ ନେଇ ଆଜି ବିଏମସି ପକ୍ଷରୁ ଦ୍ୱନ୍ଦ୍ୱ ଦୂର କରାଯାଇଛି । ଭୁବନେଶ୍ୱରରେ ସ୍ୱତନ୍ତ୍ର ଡ୍ରାଇଭରେ ସାମ୍ବାଦିକଙ୍କୁ ଟିକାକରଣ କରାଯିବ ବୋଲି କୁହାଯାଇଛି । ୟୁନିଟ-୬ ବାଳିକା ବିଦ୍ୟାଳୟରେ ସାମ୍ବାଦିକମାନଙ୍କୁ ଟିକାକରଣ କରାଯିବ । ଖୁବ ଶୀଘ୍ର ଟିକାକରଣ
Read More...

ବାଉଁଶୁଣୀ ଗଡଭିତର ଗ୍ରାମକୁ କଣ୍ଟେନମେଣ୍ଟ ଯୋନ ଘୋଷଣା

ବୌଦ୍ଧ/ବାଉଁଶୁଣୀ,୪/୬- ବୌଦ୍ଧବ୍ଳକ ବାଉଁଶୁଣୀ ପଞ୍ଚାୟତ ଅନ୍ତର୍ଗତ ଗଡଭିତର ଗ୍ରାମରେ ଆଜି ୨୫ ଜଣ କରୋନା ସଂକ୍ରମଣ ଚିହ୍ନଟ ହେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବାଉଁଶୁଣୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରାଣବନ୍ଧୁ ପ୍ରଧାନ ଗଡଭିତର ଗ୍ରାମକୁ ଆଜି ସକାଳ ୬ ଘଣ୍ଟାରୁ ୧୦ ତାରିଖ
Read More...

ଆଇପିଏଲ୍ ୨୦୨୧ ପରେ ଧୋନି ଅବସର ଗ୍ରହଣ କରିବେ କି ? ସାଥୀ କ୍ରିକେଟର କହିଲେ ଏମିତି କଥା

ନୂଆଦିଲ୍ଲୀ : ୧୫ ଅଗଷ୍ଟ ୨୦୨୦ ରେ, ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନି କ୍ରିକେଟ୍ ଖେଳରୁ ହଠାତ୍ ଅବସର ଘୋଷଣା କରି କ୍ରିକେଟ୍ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଧୋନି କୌଣସି ଅବସର ମ୍ୟାଚ୍ କିମ୍ବା ବିଦାୟ ଭାଷଣ ବିନା ଚୁପ୍‌ଚାପ ଖେଳକୁ ବିଦାୟ ଦେଇଥିଲେ । ୩୯ ବର୍ଷୀୟା ତାଙ୍କ
Read More...