ଗଜପତିରେ ପୁଣି ୫୨ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଆଜି ପୁଣି ୫୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଖଲଚ୍ଚର ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୪ ଜଣ, ଗୋଶାଣି ବ୍ଳକରୁ ୧୭ ଜଣ, ଗୁମ୍ମା ବ୍ଳକରୁ ୨ ଜଣ, କାଶୀନଗର ବ୍ଳକରୁ ୧୧ ଜଣ, ମୋହନା ବ୍ଳକରୁ ୭ ଜଣ,
Read More...

ଗଂଜେଇ ବେପାରୀଙ୍କ ସୁରକ୍ଷିତ କରିଡର୍ ୫୭ ନଂ ଜାତୀୟ ରାଜପଥ

ଦଶପଲ୍ଲା,୩/୬ :- ଆଜି ଭୋର୍ ସମୟରେ ଦଶପଲ୍ଲା ପୁଲିସ ପକ୍ଷରୁ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ପେଟ୍ରୋଲିଂ କରାଯାଉଥିବା ସମୟରେ ଦଶପଲ୍ଲା ଏସ୍ ଆର୍ ପେଟ୍ରୋଲ ପମ୍ପ ନିକଟରୁ ଗଞ୍ଜେଇ ବେପାରୀ ଧରାପଡିଛନ୍ତି । ସୂଚନାନୁସାରେ ଉକ୍ତ ଗଞ୍ଜେଇ ବେପାରୀମାନେ ଚାଲାକ କରି ଉପରେ ବାଇଗଣ
Read More...

ଚଢେ଼ଇମାନେ ଦିଗ ଜାଣନ୍ତି କିପରି

ପକ୍ଷୀମାନେ ହଜାର ହଜାର ମାଇଲ ଅତିକ୍ରମ କରି ଆସିବାପରେ ବି ପୁଣି ନିଜ ପ୍ରକୃତ ବାସସ୍ଥଳୀକୁ ଫେରିଯାଇଥାନ୍ତି । ଏଥିରୁ ଏହା ଜଣା ପଡେ ଯେ, ସେମାନେ ଦିଗ ଏବଂ ନିଜ ତଥା ବାସସ୍ଥଳୀର ଅବସ୍ଥିତି ଜାଣବାରେ ଓସ୍ତାଦ ଅଟନ୍ତି । ହେଲେ ସେମାନେ ଏହା ଜାଣନ୍ତି କେମିତ? ବର୍ଷ ବର୍ଷ ଧରି
Read More...

ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାଶଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି,୩/୬- ଗଜପତି ଜିଲ୍ଲା ଗୁମ୍ମାବ୍ଳକର ରସିକରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାଶ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ସେ ରସିକରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ଧରି ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଏହି
Read More...

ବାୟୋଲୋଜିକାଲ-ଇଠାରୁ ୩୦କୋଟି ଡୋଜ କିଣିବେ ମୋଦି ସରକାର

ନୂଆଦିଲ୍ଲୀ : ଦେଶରେ କରୋନା ଟିକା ଅଭାବ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ ଚୁକ୍ତି କରିଛନ୍ତି । ମୋଦି ସରକାର ହାଇଦ୍ରାବାଦ ସ୍ଥିତ ଟିକା ଉତ୍ପାଦନକାରୀ ବାୟୋଲୋଜିକାଲ-ଇ ସହିତ ୩୦କୋଟି ଡୋଜ କିଣିବା ପାଇଁ ଏକ ଚୁକ୍ତି କରିଛନ୍ତି । ଏହି ଟିକାଗୁଡ଼ିକ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ମିଳିବ ।
Read More...

ଏହି ରାଜ୍ୟରେ ଦ୍ୱାଦଶ ପରୀକ୍ଷା ବାତିଲ

ଲକ୍ଷେ୍ନା÷ : ୟୁପି ବୋର୍ଡ ପକ୍ଷରୁ ଦଶମ ପରେ ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି । ହାଇସ୍କୁଲ ଏବଂ ଏକାଦଶ ଶ୍ରେଣୀ ମାର୍କ ଆଧାରରେ ଦ୍ୱାଦଶ ଫଳାଫଳ ପ୍ରସ୍ତୁତ ହେବ । ଏଥିପାଇଁ ସରକାର ଶୀଘ୍ର ନିର୍ଦ୍ଦେଶନାମା ଜାରି କରିବେ । ଏହି ନିଷ୍ପତ୍ତି ଉପରେ ସିଏମ୍ ଯୋଗୀ ମୋହର ଲଗାଇଛନ୍ତି ।
Read More...

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ : ଆଇଏମଡି ଯାହା ପୂର୍ବାନୁମାନ କରିଥିଲା ତାହା ସତ ହୋଇଛି । ଗୁରୁବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । କେରଳର ଦକ୍ଷିଣାଞ୍ଚଳକୁ ମୌସୁମୀ ଛୁଇଁଥିବା ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀ ଆଜି କେରଳ ଛୁଇଁବ ବୋଲି ଆଇଏମଡି ପୂର୍ବାନୁମାନ କରିଥିଲା । ତେବେ
Read More...

ଲର୍ଡ୍ସରେ ଡେବ୍ୟୁ ମ୍ୟାଚରେ ଶତକ ଅର୍ଜନ କରି ଇତିହାସ ରଚିଲେ ଏହି କ୍ରିକେଟର

ଲର୍ଡ୍ସ : ନ୍ୟୁଜିଲାଣ୍ଡର ଓପନିଂ ବ୍ୟାଟସମ୍ୟାନ ଡେଓ୍ଵନ କନଓ୍ଵେ ବୁଧବାର ଇତିହାସ ରଚିଛନ୍ତି। ନିଜର ପଦାର୍ପଣ ମ୍ୟାଚ୍‌ରେ ସେ ଦମଦାର ଶତକ ଅର୍ଜନ କରିଛନ୍ତି। ଲର୍ଡ୍ସରେ ଏମିତି କମାଲ କରିବାରେ କନଓ୍ଵେ ଦୁନିଆର ଷଷ୍ଠ ବ୍ୟାଟସମ୍ୟାନ ହୋଇଛନ୍ତି। ଏଥିସହ ପଦାର୍ପଣ ମ୍ୟାଚ୍‌ରେ ଶତକ ଅର୍ଜନ
Read More...