ଆସନ୍ନ ବର୍ଷାବିତ୍ପାତ ପାଇଁ ନାଳ ନର୍ଦ୍ଦମା ସଫେଇ

ସମ୍ବଲପୁର,୧୨/୬- ଆସନ୍ତା ତିନି ଦିନ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ସତର୍କ ଜାରି କରାଯାଇଛି । ଏହାକୁ ନେଇ ଜନସାଧାରଣ ଆଶଙ୍କିତ ରହିଛନ୍ତି । ଏପରିପ୍ରେକ୍ଷୀରେ ବର୍ଷାଜଳ ନିଷ୍କାସନ ପାଇଁ ସମ୍ବଲପୁର ନଗର ନିଗମ ପକ୍ଷରୁ ଗତ
Read More...

ସମଗ୍ର ପଶ୍ଚିମାଞ୍ଚଳ ସହିତ ସମ୍ବଲପୁରରେ କୋଭିଡ ସ୍ଥିତି ସୁଧୁରୁଛି

ସମ୍ବଲପୁର,୧୨/୬- ଗତ ପ୍ରାୟ ମାସାଧିକ କାଳ ପର୍ଯ୍ୟନ୍ତ କୋଭିଡ ସ୍ଥିତି ବିପନ୍ନ ରହିବାପରେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ଏହାର ଉନ୍ନତି ପରିଲକ୍ଷିତ ହେଉଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ ପଜିଟିଭ ରୋଗୀ ୪୧ ଜଣଙ୍କୁ ଚିହ୍ନଟ କରାଯାଇଛି ଓ ସେହି ସମୟରେ ୧୬୦ ଜଣ ରୋଗମୁକ୍ତ ହୋଇ
Read More...

ଭିମସାରରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ

ସମ୍ବଲପୁର, ୧୨/୬- ସ୍ଥାନୀୟ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ (ଭିମସାର)ରେ ସୁଚାରୁରୂପେ ଅମ୍ଳଜାନ ଉପଲବ୍ଧ ହେବା ସୁନିଶ୍ଚିତ କରିବା ପାଇଁ ଆଜି ଚାପ ଅବଶୋଷଣ (ପିଏସଏ) ପ୍ଲାଣ୍ଟ ସ୍ଥାପନ କରାଯାଉଛି । ଏଥିପାଇଁ ମେସିନ ଗତକାଲି ଆସି ପହଞ୍ଚିଛି, ଯାହାର
Read More...

ବୌଦ୍ଧ: ଆଜି ଜିଲ୍ଲାରୁ ବିକ୍ଷିପ୍ତ ଭାବେ ୫୭ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୨/୬ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୫୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା
Read More...

ସୁବର୍ଣ୍ଣପୁରର ଶୀତଳଷଷ୍ଠୀ ପାଇଁ ବାହାରିଲେ ୧୦୮ଭରିର ସୁବର୍ଣ୍ଣ ଚନ୍ଦ୍ରଶେଖର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ଜିଲ୍ଲା କୋଷାଗାରରୁ ବାହାରିଲେ ୧୦୮ ଭରି ସୁନା ନାଗ, ଉପ-ଜିଲ୍ଲାପାଳ ନିହାର ରଞ୍ଜନ କହଁର ଓ ଏସ.ପି ସୀତାରାମ ସତପଥୀଙ୍କ ଉପସ୍ଥିତି ରେ ବାହାରିଲେ ସୁନା ନାଗ ପ୍ରତିମା ଓ ରୂପା ବିମାନ ।ଚଳିତ ବର୍ଷ ମନ୍ଦିର ମାଳିନୀ ସୋନପୁର
Read More...

ସୁନା ଭଉଣୀ ଶିଶୁ ସାହିତ୍ୟ ପତ୍ରିକା ଉନ୍ମୋଚିତ

ଜଗତସିଂହପୁର,୧୨/୬- ଜଗତସିଂହପୁର ଜ଼ିଲ୍ଲାର ପ୍ରଥମ କରି ଜ଼ିଲ୍ଲାର ପ୍ରତି ବିଦ୍ୟାଳୟର ପାଠାଗାରକୁ ଯୋଗାଇ ଦେବାକୁ ଥିବା ଲିମକା ବୁକ ଅଫ ରେକର୍ଡସରେ ସ୍ଥାନିତ ମାସିକ ଶିଶୁ ସାହିତ୍ୟ ପତ୍ରିକା "ସୁନା ଭଉଣୀ " ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି
Read More...

ସାରସ୍ୱତ କବି ଆଇ ଏ ଏସ ବିଷ୍ଣୁପଦଙ୍କ କବିତା ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର,୧୨/୬- ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଇଂରାଜୀ କବିତା ପୁସ୍ତକ ‘ବିୟଣ୍ଡ ହିୟର ଆଣ୍ଡ ଅଦର୍ସ ପୋଏମସ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚିତ କରିଛନ୍ତି । ଏହି ପୁସ୍ତକରେ ମୋଟ ୬୧ଟି କବିତା ରହିଛି । ୧୬୧ ପୃଷ୍ଠା ବିଶିଷ୍ଟ ଏହି ବହିର ମୁଖବନ୍ଧ ଲେଖିଛନ୍ତି ବିଶିଷ୍ଟ କବି
Read More...