ପିଙ୍ଗଳାବେଡା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ବୌଦ୍ଧ/ଜହ୍ନାପଙ୍କ,୨୮/୫- ବୌଦ୍ଧବ୍ଳକ ବ୍ରାହ୍ମଣୀପାଲି ପଞ୍ଚାୟତ ଅନ୍ତର୍ଗତ ପିଙ୍ଗଳାବେଡା ଗ୍ରାମରେ ଆଜି ୫୩ ଜଣ କରୋନା ସଂକ୍ରମଣ ଚିହ୍ନଟ ହେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସରପଞ୍ଚ ସୁଷମା ବାଘ ପିଙ୍ଗଳାବେଡା ଗ୍ରାମକୁ ୨୮ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ
Read More...

ହରଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୫ଟି ରୂପାୟନ ଅଧିବେଶନ

ହରଭଙ୍ଗା୨୮/୫- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ହରଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୫ଟି ରୂପାନ୍ତରଣର ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମୁରଲୀଧର ରଣାଙ୍କ ଆବାହକତ୍ୱରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ । ସହକାରୀଯନ୍ତ୍ରୀ ଅର୍ଜୁନ ଗଡନାୟକ,
Read More...

ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

ଫୁଲବାଣୀ ,୨୮/୫- କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଆଜି ଫୁଲବାଣୀସ୍ଥିତ ସାମ୍ବାଦିକ ଭବନରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଏବଂ କ୍ୟାମେରାମେନ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଏଥିସହିତ ଦିବଙ୍ଗତ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ଫୁଲବାଣୀ ସହରର
Read More...

ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଗଜପତି,୨୮/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଆଜି ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମୋ ପରିବାର ଜୀବନବିନ୍ଦୁର ଜିଲ୍ଲା ସଂଯୋଜିକା ଶ୍ରୀମତୀ
Read More...

ଗୁଢିଆଳି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ବୌଦ୍ଧ/ ଜହ୍ନାପଙ୍କ,୨୮/୫;ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଗୁଢିଆଳି ଗ୍ରାମରେ ଗୁରୁବାର ମେଡ଼ିକାଲ ଟିମ ପକ୍ଷରୁ ଆଣ୍ଟିଜେନ ଟେଷ୍ଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି।ତେବେ ଏଥିରେ ସଂଖ୍ୟାଧିକ କରୋନା ପଜିଟିଭ ବାହାରିଥିବା ଜଣାପଡିଛି।ଏହା ଅଧିକ କିପରି ସଂକ୍ରମଣ ନହେବ
Read More...

ବୌଦ୍ଧ: ନୂତନ ଜିଲ୍ଲା ସମାଜ ନିରାପତ୍ତା ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

ବୌଦ୍ଧ,୨୮/୫ - ନୂତନ ଜିଲ୍ଲା ସମାଜ ନିରାପତ୍ତା ଅଧିକାରୀ ଭାବରେ ଆଦିପତି କହଁର ଆଜି ଯୋଗଦାନ କରି କାର୍ଯ୍ୟଭାର ଗ୍ରହଣ କରିଛନ୍ତି l ସେ ରାୟଗଡ଼ା ଜିଲ୍ଲା ସମାଜ ନିରାପତ୍ତା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ | ସେହିପରି ଉକ୍ତ ପଦବୀରେ କାର୍ଯ୍ୟ କରୁଥିବା ଭୋଳାନାଥ ନାଏକଙ୍କ କଳାହାଣ୍ଡି
Read More...

ନ୍ୟୁୟର୍କରେ ସାଙ୍ଗମାନଙ୍କ ସହିତ ମସ୍ତି କରୁଛନ୍ତି ଶାହାରୁଖ ଖାନଙ୍କ ଝିଅ ସୁହାନା, ଭାଇରାଲ ହେଲା ହଟ୍ ଫଟୋ

ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଝିଅ ସୁହାନାଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି । ସେ ବଲିଉଡ ଡେବ୍ୟୁ କରିନଥିଲେ ମଧ୍ୟ ତାଙ୍କର ଫ୍ୟାନଙ୍କ ସଂଖ୍ୟା ଢେର ଅଧିକ । ସେ ସୋସିଆଲ ମିଡିଆରେ ଏକ ଷ୍ଟାରଠାରୁ କମ୍ ନୁହଁନ୍ତି । ୧.୭ ନିୟୁତ ଇନଷ୍ଟାଗ୍ରାମ ଅନୁସରଣକାରୀଙ୍କ ସହ ସୁହାନା ଷ୍ଟାର
Read More...

ଓଡିଶା ପାଇଁ ୫ଶହ କୋଟି ଟଙ୍କାର ବାତ୍ୟା ସହାୟତା ଦେଲା କେନ୍ଦ୍ର

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ୟସ କ୍ଷୟକ୍ଷତି ଅନୁଧ୍ୟାନ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶା ପାଇଁ ୫ଶହ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ସେହିଭଳି ପଶ୍ଚିମବଙ୍ଗ ପାଇଁ ମଧ୍ୟ ୫ଶହ କୋଟି ଟଙ୍କାର ସହାୟତା ଘୋଷଣା
Read More...

ରାସ୍ତାକଡରେ ପଡିଗଲେ ଅସହାୟ ମହିଳା, ମାନବିକତା ଦେଖାଇଲେ ମହିଳା କନଷ୍ଟେବଳ

ଦୁନିଆରେ ମାନବିକତାଠାରୁ ବଡ଼ କିଛି ନାହିଁ । ସୋସିଆଲ ମିଡିଆରେ ମଧ୍ୟ ଏହିପରି ଅନେକ ଦୃଶ୍ୟ ଦେଖିବାକୁ ମିଳୁଛି, ଯାହା ଆମ ପାଇଁ ମାନବିକତାର ଉଦାହରଣ ସୃଷ୍ଟି କରୁଛି । ଆଜିକାଲି ଏପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ଲୋକଙ୍କ ହୃଦୟ ଜିତିଛି । ଭାଇରାଲ ହେଉଥିବା ଏହି ଫଟୋରେ ଜଣେ ମହିଳା
Read More...