ବେଆଇନ ଗୋହତ୍ୟା ବିରୋଧ ସ୍ୱର ଉଠିଲା

ସମ୍ବଲପୁର : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଲୟ ସମ୍ମୁଖରେ "ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମିତିର ସଭାପତି ଗିରୀଶ ପଟେଲ, ଉପଦେଷ୍ଟା ସତ୍ୟ ନାରାୟଣ ପଣ୍ଡା, ପ୍ରଦୀପ ବହିଦାର, ବିଧାୟକ ନାଉରି ନାୟକ, ଦାମୋଦର କର, ରାମ ଚନ୍ଦ୍ର ମେହେର, ଫଣି ମିଶ୍ର,
Read More...

୬୨ ଗ୍ରାମ ବ୍ରାଉନସୁଗର ସହିତ ୫ଲକ୍ଷ ଟଙ୍କା ନଗଦ ଜବତ; ୩ଜଣ ଗିରଫ

ସମ୍ବଲପୁର : ଯୁବପିଢିକୁ ଉଦଭ୍ରମିତ କରିବା ପାଇଁ ଏଠାରେ ଧଳା ବିଷ ବ୍ରାଉନ ସୁଗରର ଚୋରା ବେପାର କାୟାବିସ୍ତାର କରିବା ଚିନ୍ତାର ବିଷୟ ହେଲାଣି । ଗତକାଲି ସ୍ଥାନୀୟ ରେଙ୍ଗାଲି ଥାନା ଅନ୍ତର୍ଗତ ନ୍ୟୁ ରାମ୍ପେଲଠାରେ ପୁଲିସ ତିନି ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୫ଲକ୍ଷ ଟଙ୍କା ନଗଦ ଓ
Read More...

ବାରମ୍ବାର ବିଜୁଳି ବିଭ୍ରାଟ, ତଳଗାଁ ଅଞ୍ଚଳରେ ଜନ ଅସନ୍ତୋଷ

ବୌଦ୍ଧ,୭/୬ - ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ତଳଗାଁ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମରେ ବିଦ୍ୟୁତ ସମସ୍ୟା ଉତ୍କଟ ପରିସ୍ଥିତି ସୃଷ୍ଟି କରୁଛି । ଅସହ୍ୟ ଗରମରେ ଲୋକେ ଛଟପଟ ହେଉଥିବାବେଳେ ବିଦ୍ୟୁତ୍‌ ବିଭାଗର ଅବହେଳା ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ବୃଦ୍ଧିି ପାଇବାରେ ଲାଗିଛି । ବିଜୁଳି
Read More...

ହିରାଞ୍ଚଳର ପ୍ରଭାବ, ସୌରଶକ୍ତି ଚାଳିତ ପାନୀୟ ଜଳପ୍ରକଳ୍ପ ମରାମତି ପାଇଁ ବିଡିଓ ଦେଲେ ପ୍ରତିଶୃତି

ବୌଦ୍ଧ,୭/୬ - ବୌଦ୍ଧ ବ୍ଲକ୍‌ ବ୍ରାହ୍ମଣୀପାଲି ଗ୍ରାମ ପଞ୍ଚାୟତ ରେଙ୍ଗାଲି ଗ୍ରାମରେ ପ୍ରତିଷ୍ଠା ଦିନ ଠାରୁ ଗୋଟିଏ ସୌର ଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଅଚଳ ଅବସ୍ଥାରେ ପଡି ରହିଥିବା ସଂପର୍କିତ ଏକ ଖବର ଦୈନିକ ହୀରାଞ୍ଚଳ ଓ ପୋର୍ଟାଲ୍‌ ହୀରାଞ୍ଚଲ୍‌ ଲାଇଭରେ ପ୍ରକାଶ ପାଇଥିଲା । ବରଗଡ
Read More...

ଗଜପତିରେ ପୁଣି ୩୦ଜଣ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ଗଜପତି,୭/୬- ଗଜପତି ଜିଲ୍ଲାରେ ଆଜି ପୁଣି ୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୫ଜଣ, ଗୋଶାଣି ବ୍ଳକରେ ଜଣେ,ଗୁମ୍ମା ବ୍ଳକରୁ ୪ ଜଣ,କାଶୀ ନଗର ବ୍ଳକରୁ ଜଣେ,ମୋହନା ବ୍ଳକରୁ ୧୨ ଜଣ, ନୂଆଗଡ଼
Read More...

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଦୁଇ ଗୁରୁତର

ବୌଦ୍ଧ,୭/୬ - ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଦପଲା ଗ୍ରାମ ପଞ୍ଚାୟତ ବଉଳସିଙ୍ଗା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୯ ଘଣ୍ଟା ସମୟରେ କଣ୍ଟାମାଳ
Read More...

ଲାଣ୍ଡିବନ୍ଧ ଗ୍ରାମରେ ଘରପୋଡି, ସହାୟତା ପାଇଁ ଦାବି

ବୌଦ୍ଧ,୭/୬- ଗତକାଲି ସନ୍ଧ୍ୟାରେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ପଞ୍ଚାୟତ ଲାଣ୍ଡିବନ୍ଧ ଗ୍ରାମରେ ରହୁଥିବା ପ୍ରମିଳା ବେହେରାଙ୍କ ଘରେ ନିଆଁଲାଗି ସଂପୂର୍ଣ୍ଣ ପୋଡିଯାଇଛି । ଅଗ୍ନିଶମ ବିଭାଗ ଖବରପାଇ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କୌଣସି ଜିନିଷପତ୍ର ବଞ୍ଚାଇ ପାରିନଥିଲେ ।
Read More...

ବାଲେଶ୍ୱରରେ ୪ଜଣିଆ କେନ୍ଦ୍ରୀୟ ଟିମ୍‌, ବାତ୍ୟାଞ୍ଚଳ ପରିଦର୍ଶନ କରିବେ

ବାଲେଶ୍ବର : ବାଲେଶ୍ବର ଜିଲ୍ଲାରେ ପହଞ୍ଚିଲେ ୪ ଜଣିଆ ସେଣ୍ଟ୍ରାଲ ଟିମ୍ । ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପରେ ସଦର, ସୋର ଓ ବାହାନଗା ବ୍ଲକ୍ ବାତ୍ୟାଞ୍ଚଳ ପରିଦର୍ଶନ କରିବେ । ଶେଷରେ ପ୍ରଶାସନ ସହିତ ସମୀକ୍ଷା କରିବା ପରେ ମୟୂରଭଞ୍ଜ ଗସ୍ତରେ ଯିବ ଟିମ୍ । କ୍ଷୟକ୍ଷତି ଆକଳନ କରିବା ପାଇଁ
Read More...

ବୌଦ୍ଧ ଜିଲ୍ଲାରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ କୋଭିଡ ଟିକାକରଣ ଆରମ୍ଭ

ବୌଦ୍ଧ,୭/୬- ବୌଦ୍ଧ ସଦର ମହକୁମାରେ ୧୮ ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ଆଜିଠାରୁ କୋଭିଡ ଟିକାକରଣ ସ୍ଥାନୀୟ ଟାଉନହଲ ଠାରେ ଆରମ୍ଭ ହୋଇଯାଇଛି । ଆଜି ୬୦୦ଜଣ ପଞ୍ଜିକୃତଙ୍କୁ ଟିକାକରଣ କରା ଯାଉଛି । ସକାଳ ୮ଟାରୁ ଏହି ଟିକାକରଣ ଆରମ୍ଭ ହେଉଥିବାବେଳେ ଏହା ୮ତାରିଖ ଓ ୯ତାରିଖରେ ମଧ୍ୟ ୭୦୦
Read More...

ମଦୁଆ ବରକୁ ବାହା ହେବାକୁ ମନାକଲେ କନ୍ୟା

ୟୁପିର ପ୍ରତାପଗଡ ଜିଲ୍ଲାର ଏକ ଗାଁରେ ଜଣେ ୨୨ ବର୍ଷିୟା କନ୍ୟା ମଦ ପିଇ ବିବାହ କରିବାକୁ ଆସିଥିବା ବରକୁ ବିବାହ କରିବାକୁ ମନା କରିଦେଇଛନ୍ତି । ଏବେ ଏହି ଘଟଣାକୁ ନେଇ ଅଂଚଳରେ ଖୁବ୍‌ ଚର୍ଚ୍ଚା ହେଉଛି । ବିବାହ ଗତ ଶନିବାର ରାତି ଟିକରୀ ହେବାର ଥିଲା କିନ୍ତୁ କନ୍ୟା ସାଙ୍ଗମାନଙ୍କ ସହ ଥିବା
Read More...