ଡବ୍ଲୁଟିସି ଫାଇନାଲ ପାଇଁ ଭାରତୀୟ ଏକାଦଶ ଦଳ ଚୟନ କଲେ ଅଗରକର
ନୂଆଦିଲ୍ଲୀ : ଭାରତର ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ପାଇଁ ନିଜ ପସନ୍ଦର ଭାରତୀୟ ଏକାଦଶ ଘୋଷଣା କରିଛନ୍ତି । ଦଳରେ ଜାଡେଜାଙ୍କୁ ସ୍ଥାନ ଦେଇଥିବା ବେଳେ ଶୁଭମାନ ଗିଲକୁ ଏକାଦଶରୁ ବାହାରେ ରଖିଛନ୍ତି । ଗିଲ ପରବର୍ତ୍ତେ ସେ ମୟଙ୍କ ଅଗ୍ରୱାଲ ସ୍ଥାନ!-->…
Read More...
Read More...