ଭାରତୀୟ ଖେଳାଳିଙ୍କୁ ମିଳିବ୨୦ ଦିନର ବ୍ରେକ, ବ୍ରିଟେନ ବୁଲି ଥକ୍କାପଣ ମେଣ୍ଟାଇବେ
ନୂଆଦିଲ୍ଲୀ : ଜୈବ ନିରାପଦ ପରିବେଶରେ ଦୀର୍ଘ ସମୟ ରହିବା କାରଣରୁ ମାନସିକ ଥକ୍କାପଣର ଆଶଙ୍କା କରି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି) ଫାଇନାଲ ପରେ ଭାରତୀୟ ମ୍ୟାନେଜମେଣ୍ଟ ଖେଳାଳିମାନଙ୍କୁ ତିନି ସପ୍ତାହ ବିରତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଜୁନ୍ ୧୮ ରୁ ସାଉଥମ୍ପଟନର ଭାରତ!-->…
Read More...
Read More...