ବୌଦ୍ଧ: ଆଜି ପୁଣି ୭୯ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୯/୬ - ଆଜି ପୁଣି ବୌଦ୍ଧ ଜିଲ୍ଲାରେ ୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା
Read More...

ଆସନ୍ତାକାଲି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଜାଣନ୍ତୁ ଏହା କେତେବେଳେ ଏବଂ କେଉଁଠାରେ ଦେଖାଯିବ

ନୂଆଦିଲ୍ଲୀ : ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଜୁନ୍‌ ୧୦ରେ ଘଟିବାକୁ ଯାଉଛି । ତେବେ ଏହା କେବଳ ଅରୁଣାଚଳ ପ୍ରଦେଶ ଏବଂ ଭାରତର ଲଦାଖରେ ଦୃଶ୍ୟମାନ ହେବ । ଏହା ଭାରତୀୟ ସମୟ ଅପରାହ୍ନ ୧.୪୨ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬.୪୧ ରେ ଶେଷ ହେବ । ବାର୍ଷିକ ସୂର୍ଯ୍ୟ ପରାଗ ବର୍ଷକୁ ଥରେ କିମ୍ବା
Read More...

ସାବିତ୍ରୀ ପାଇଁ ବଜାର ଭିଡ, ଫଳ ଦର ଆକାଶ ଛୁଆଁ

ବୌଦ୍ଧ,୯/୬ - ଆସନ୍ତାକାଲି ସାବିତ୍ରୀ ବ୍ରତ ପଡୁଥିବା ହେତୁ ଆଜି ଜିଲ୍ଲାର ବିଭିନ୍ନ ଦୈନିକ ବଜାରରେ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥିଲା । ବୌଦ୍ଧ ସହର ସମେତ ପୁରୁଣା କଟକ, ବାଉଁଶୁଣୀ, ମନମୁଣ୍ଡା ଓ କଣ୍ଟାମାଳ ଆଦି ବଜାରରେ ପୂଜା ସାମଗ୍ରୀ ଓ ଫଳ କିଣିବା ପାଇଁ ଲୋକେ ଧାଡି ଲଗାଇଥିବା ଦେଖିବାକୁ
Read More...

ଟିକା ନେବାରେ ମହିଳା ପଛରେ

ନୂଆଦିଲ୍ଲୀ : ଟିକାକରଣକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । କେନ୍ଦ୍ରର ମୋଦୀ ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସରକାରୀ ୱେବସାଇଟ୍‌ www.cowin.gov.in ରେ ଥିବା ତଥ୍ୟ ଅନୁଯାୟୀ, ଜୁନ୍‌ ୮ ପର୍ଯ୍ୟନ୍ତ ୨୩୪ ନିୟୁତ ଲୋକଙ୍କୁ ଟିକା
Read More...

ମେଲୋଡ଼ୀ କଳାକାର ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର : ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ ଶୈଳୀରେ ଅନୁପ୍ରାଣୀତ ହେବା ସହ ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ କାର୍ଯ୍ୟକୁ ଅନୁସରଣ କରି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆପଲ୍ଲୀ ୱାର୍ଡ଼ ନଂ
Read More...

ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ : ଦେଶରେ ଗୋଟିଏ ଦିନ ଥମିବା ପରେ ଆଜି ପୁଣି ବଢିଛି ପେଟ୍ରୋଲ ଏବଂ ଡିଜେଲର ଦର । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆଜି ୧୯ ପଇସା ବୃଦ୍ଧି ପାଇଛି । ଯାହା ପରେ ରାଜଧାନୀ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ୯୫.୫୬ କୁ ବୃଦ୍ଧି ପାଇଛି । ଯାହାକି ଏପର୍ଯ୍ୟନ୍ତ ସର୍ବାଧିକ
Read More...

କାର୍ ଦୁର୍ଘଟଣା, ଦୁଇ ମୃତ ଦୁଇ ଗୁରୁତର

ବୌଦ୍ଧ,୯/୬- ବୌଦ୍ଧଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଘଟଣା ରୁ ପ୍ରକାଶ ଯେ ବ୍ରହ୍ମପୁର ରାଇପଡା ଅଞ୍ଚଳ ର 4 ଜଣ ଓଡ଼ି160910
Read More...

କାର ଦୁର୍ଘଟଣାରେ ୨ମୃତ,୨ଗୁରୁତର

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ବ୍ରହ୍ମପୁର ରାଇପଡା ଅଞ୍ଚଳର ୪ ଜଣ ଓଡ଼ି ୧୬୦୯୧୦ ନମ୍ବର
Read More...