ଦୁର୍ଘଟଣାରେ ପ୍ରାଣ ହରାଇଥିବା ଷଣ୍ଢର ଶବସତ୍କାର କଲେ ଯୁବ ସ୍ବେଚ୍ଛାସେବୀ

0 38


ହରଭଙ୍ଗା,୨୨/୬- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବିରନସିଂହପୁର ପଂଚାୟତର ନୂଆପଡା ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ଦୁର୍ଘଟଣାରେ ଏକ ଷଣ୍ଢର ମୃତ୍ୟୁ ହୋଇଥିବାବେଳେ ରାସ୍ତାରେ ଦୀର୍ଘ ସମୟ ଧରି ପଡିରହିଥିଲା । ପରେ ଅଂଚଳର ଯୁବ ସମାଜସେବୀମାନେ ଷଣ୍ଢର ପାର୍ଥିବ ଶରୀରକୁ ଏକ ଜେସିବି ଦ୍ବାରା ଗାତଖୋଳି ପୋତିଦେଇଥିବା ଦେଖିବାକୁ ମିଳିଛି । ଏହି ସେଛାକ ଏହିକାର୍ଯ୍ୟକୁକାଯ୍ୟକୁ ସେଛାସେବି ସଂଜିବ୍ ବାରିକ୍,ପ୍ରୋମଦ ରଣା,ବସନ୍ତ ସାହୁ,ବିଶ୍ବଜିତ୍ ଗାଇଗୌରିଆ,ବାଲ୍ଲ୍ମିକ ମହାକୁଡ ପ୍ରମୁଖ ଉକ୍ତ କାଯ୍ୟକ୍ରମରେ ସାମିଲ୍ ଥିଲେ। ଯୁବ ସେଛାସେବିଙ୍କ ଏଭଳୀ କାଯ୍ୟକୁ ସାଧାରଣରେ ବେଶ୍ ପ୍ରଂଶସିତ କରିଥିବା ଦେଖିବାକୁ ମିଳିଛି ।

hiring
hiranchal ad1
Leave A Reply

Your email address will not be published.

15 + 2 =