ପୋଲିସ୍ କବଜାରେ ଲୁଟେରା ଗ୍ୟାଙ୍ଗ: ୯ଜଣ ଲୁଟେରା ଗିରଫ, ଜଣେ ଫେରାର
ବାଲିଗୁଡ଼ା/ତୁମୁଡ଼ିବନ୍ଧ,୧୫/୫: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସକୁ ମିଳିଛି ବଡ଼ ସଫଳତା । ୩ ଦିନ ମଧ୍ୟରେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ୍ । ତୁମୁଡ଼ିବନ୍ଧ ମଦ ଦୋକାନରୁ ବଡ଼ ଧରଣର ଲୁଟ୍ ଘଟଣାର ପର୍ଦ୍ଧାଫାଶ କଲା ତୁମୁଡ଼ିବନ୍ଧ ପୋଲିସ୍ । ଗତ ୧୦ ତାରିଖ!-->…
Read More...
Read More...