ବିଶ୍ୱକପ୍ ସୁପର ଲିଗ୍ ପଏଣ୍ଟ ତାଲିକା : ଶୀର୍ଷରେ ବାଂଲାଦେଶ, ଜାଣନ୍ତୁ ଭାରତ କେଉଁ ସ୍ଥାନରେ ରହିଛି

ନୂଆଦିଲ୍ଲୀ : ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟ୍‌କୁ ଆକର୍ଷଣୀୟ କରିବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବିଶ୍ୱକପ୍ ସୁପର ଲିଗ୍ ଆରମ୍ଭ କରିଛି । ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ବର୍ତ୍ତମାନ ଏକ ଦିନିକିଆ ବିଶ୍ୱକପ୍ ସୁପର ଲିଗ୍ ଅଧୀନରେ ଆୟୋଜିତ ହେଉଛି, ଯେଉଁଥିପାଇଁ ଏକ
Read More...

ତଥ୍ୟ ଲୁଚାଉଛି କି ଶିକ୍ଷାବିଭାଗ ! କୁଆଡେ ଗଲା ରେଗୁଲାର୍‌ ହୋଇଥିବା ଶିକ୍ଷକଙ୍କ ପ୍ରମାଣପତ୍ର ?

ବୌଦ୍ଧ,୨୬/୫- ବୌଦ୍ଧଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସର୍ବଦା ଚର୍ଚ୍ଚାରେ ରହିଛି । ସରକାରୀ ତଥ୍ୟକୁ ଜାଲିଆତି କରି ଅନେକ ଅନିୟମିତ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇ ଆସୁଛି । ସୂଚନା ଅଧିକାର ଆଇନ ବଳରେ କେହି ସୂଚନା ମାଗିଲେ ନିର୍ଦ୍ଦିଷ୍ଟ ତଥ୍ୟ ମିଳୁନାହିଁ । ଚଳିତବର୍ଷ
Read More...

ୟସ ପାଇଁ ବନ୍ଦ ରହିବ ଭୁବନେଶ୍ୱର ବିମାନ ବନ୍ଦର

ଭୁବନେଶ୍ୱର,୨୬/୫- ଆଜି ରାତି ୧୧ଟାରୁ ବନ୍ଦ ରହିବ ଭୁବନେଶ୍ୱର ବିମାନବନ୍ଦର । ମେ ୨୭ ସକାଳ ୫ଟା ଯାଏ ବିମାନ ଉଡ଼ାଣ ବନ୍ଦ କରାଗଲା । ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି. ରାଓଙ୍କ ସୂଚନା ।
Read More...

ବୌଦ୍ଧରେ ବୁଦ୍ଧିଜୀବି ପାଳିଲେ ବୁଦ୍ଧ ପୂର୍ଣ୍ଣମୀ

ବୌଦ୍ଧ,୨୬/୫ – ଆଜି ପବିତ୍ର ବୁଦ୍ଧପୂର୍ଣ୍ଣିମାରେ ବୌଦ୍ଧରେ ନିରାଡମ୍ବର ଭାବେ ବୁଦ୍ଧ ପୂର୍ଣ୍ଣମୀ ପାଳିତ ହେଉଛି । ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧଜିଲ୍ଲାରେ ବୌଦ୍ଧକୀର୍ତ୍ତି ଓ ପରଂପରା ଅନନ୍ୟ । କୋଭିଡ କଟକଣା ଯୋଗୁଁ ଚଳିତଥର ଆଡମ୍ବରପୂର୍ଣ୍ଣ କରାନଯାଇ କେବଳ ବିଧିରକ୍ଷା ପାଇଁ
Read More...

ବୌଦ୍ଧରେ ବୁଦ୍ଧିଜୀବି ପାଳିଲେ ବୁଦ୍ଧ ପୂର୍ଣ୍ଣମୀ

ବୌଦ୍ଧ,୨୬/୫ – ଆଜି ପବିତ୍ର ବୁଦ୍ଧପୂର୍ଣ୍ଣିମାରେ ବୌଦ୍ଧରେ ନିରାଡମ୍ବର ଭାବେ ବୁଦ୍ଧ ପୂର୍ଣ୍ଣମୀ ପାଳିତ ହେଉଛି । ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧଜିଲ୍ଲାରେ ବୌଦ୍ଧକୀର୍ତ୍ତି ଓ ପରଂପରା ଅନନ୍ୟ । କୋଭିଡ କଟକଣା ଯୋଗୁଁ ଚଳିତଥର ଆଡମ୍ବରପୂର୍ଣ୍ଣ କରାନଯାଇ କେବଳ ବିଧିରକ୍ଷା ପାଇଁ
Read More...

ବାତ୍ୟା ‘ୟାସ୍‌’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ବାଲେଶ୍ୱର ଓ ଭଦ୍ରକରେ ପ୍ରଭାବ ବେଶୀ

ଭୁବନେଶ୍ୱର : ବାତ୍ୟା ‘ୟାସ୍‌’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ସକାଳ ୯ଟାରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ଏସ୍‌ଆରସି ପକ୍ଷରୁ ସୂଚନା ମିଳିଛିି । ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୩ରୁ ୪ ଘଣ୍ଟା ଧରି ଚାଲିବ । ଅପରାହ୍ନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବ ବୋଲି
Read More...

ସୁବୋଧ ଜୈସ୍ବାଲ ହେଲେ ସିବିଆଇର ନୂତନ ନିର୍ଦ୍ଦେଶକ

ଭୁବନେଶ୍ବର,୨୬/୫- ୧୯୮୫ ବ୍ୟାଚ୍‌ର ମହାରାଷ୍ଟ୍ର କ୍ୟାଡର IPS ଅଫିସର ସୁବୋଧ ଜୈସ୍ବାଲ ହେଲେ CBIର ନୂଆ ନିର୍ଦ୍ଦେଶକ । ୨ ବର୍ଷ ପାଇଁ ନିର୍ଦ୍ଦେଶକ ଦାୟିତ୍ବ ତୁଲାଇବେ | ଏବେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ-CISFର ମୁଖ୍ୟ ଅଛନ୍ତି ।
Read More...

ଦୁର୍ଘଟଣାରେ ପ୍ରାଣ ହରାଇଲେ ସ୍କୁଲ୍ ପ୍ରିନ୍ସପାଲ୍, ଧକ୍କା ଦେଇଥିବା ଦୁଇ ମୋଟରସାଇକେଲ ଆରୋହୀ ଗୁରୁତର

ବାଲିଗୁଡ଼ା,୨୫/୫: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମିଡ଼ିଆକିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଠିଆହୋଇ ଫୋନରେ କଥା ହେଉଥିବାବେଳେ ଧକ୍କା ଦେଲା ଏକ ମୋଟରସାଇକେଲ । ଦୁର୍ଘଟଣାରେ ବାଲିଗୁଡ଼ା ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ପ୍ରିନ୍ସିପାଲ ରତିକାନ୍ତ ମହାପାତ୍ରଙ୍କ
Read More...