ପ୍ରଥମେ ଟିକାକରଣ, ତା’ପରେ ଦ୍ୱାଦଶ ପରୀକ୍ଷା ଚିନ୍ତା କରାଯାଉ : ମନୀଷ ସିସୋଡିଆ
ନୂଆଦିଲ୍ଲୀ:ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ରବିବାର ଦିନ କେନ୍ଦ୍ରକୁ କହିଛନ୍ତି ଯେ ଛାତ୍ରମାନଙ୍କୁ ଟୀକାକରଣ ପୂର୍ବରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରିବା ଏକ ବଡ ଭୁଲ ହୋଇପାରେ । ଶିକ୍ଷା ମନ୍ତ୍ରଣାଳୟ ଡାକରା ଦେଇଥିବା ଏକ ଉଚ୍ଚ଼ସ୍ତରୀୟ ବୈଠକରେ ସିସୋଡିଆ ଏହି ପରାମର୍ଶ ଦେଇଛନ୍ତି!-->…
Read More...
Read More...