ଗରିବ ନିଃସହାୟଙ୍କୁ ପୌରପରିଷଦ ପକ୍ଷରୁ ରନ୍ଧାଖାଦ୍ୟ ପୁଡ଼ିଆ ବଣ୍ଟନ

ଗଜପତି,୧୩/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳା ପୌର ପରିଷଦ ପକ୍ଷରୁ ଗରିବ, ନିଃସହାୟ ଓ ବାସହୀନ ଲୋକମାନଙ୍କୁ ପୌରପରିଷଦ ରନ୍ଧାଖାଦ୍ୟ ପୁଡ଼ିଆ ଦିନକୁ ଦୁଇ ଓଳା ଯୋଗାଇ ଦିଆଯାଇଛି । ବର୍ତ୍ତମାନ କରୋନା କଟକଣା ଲକଡାଉନ ଚାଲିଥିବାରୁ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶକ୍ରମେ ପୌରପରିଷଦ ଏହିଭଳି
Read More...

କୋଭିଡ଼ ମୁକାବିଲାପାଇଁ ବଲାଙ୍ଗୀର ଜିଲ୍ଲାକୁୁ ୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୫- କୋଭିଡ଼ ଦ୍ୱିତୀୟ ଲହରୀର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ କୋଭିଡ଼ର ପ୍ରଥମ ଲହରରେ ଗତବର୍ଷ ବିଭିନ୍ନ ପର୍ଯ୍ୟାୟରେ ବଲାଙ୍ଗୀର ଜିଲ୍ଲାକୁ
Read More...

ଲକଡାଉନରେ ମର୍ଣ୍ଣିଂ ୱାକ୍‌ ଓ ସାଇକେଲିଂ ମନା

ଭୁବନେଶ୍ୱର,୧୩/୫- ଲକଡାଉନ୍‌ରେ ମର୍ଣ୍ଣିଂ ୱାକ୍‌ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା । ଲକ୍‌ ଡାଉନ୍‌ କଟକଣା ନେଇ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି । କେବଳ ମର୍ଣ୍ଣିଂ ୱାର୍କ ନୁହେଁ ବରଂ ଇଭିନିଂ ୱାକ୍‌, ସାଇକେଲିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ୱାକିଂ, ସାଇକେଲିଂ
Read More...

ଆସେସ୍ ପରେ ଅଧିନାୟକତ୍ୱ ଛାଡ଼ିବେ ପାଇନ

ସିଡନୀ : ଅଷ୍ଟ୍ରେଲୀୟ ଟେଷ୍ଟ ଅଧିନାୟକ ଟିମ୍ ପାଏନ୍ ଯଦି ତାଙ୍କର ଦଳ ଚଳିତ ବର୍ଷ ଆସେସ୍ ସିରିଜରେ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହୁଅନ୍ତି ଏବଂ ତାଙ୍କ ଉତ୍ତରାଧିକାରୀ ହେବା ପାଇଁ ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥଙ୍କୁ ସମର୍ଥନ କରନ୍ତି, ତେବେ ସେ ପଦରୁ ଇସ୍ତଫା ଦେବାକୁ ଇଙ୍ଗିତ
Read More...

ବୌଦ୍ଧର ନୂତନ ୧୦ ଗୋଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ

ବୌଦ୍ଧ,୧୩/୫ - ଆଜି ଠାରୁ ଆସନ୍ତା ୨୦ ତାରିଖ ଯାଏଁ ବୌଦ୍ଧ ଜିଲ୍ଲାର ନୂତନ ୧୦ ଗୋଟି ଅଞ୍ଚଳ କୁ ଜିଲ୍ଲାପାଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଅଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମଣକୁ ରୋକିବା ପାଇଁ ହରଭଙ୍ଗା ବ୍ଲକ୍‌ ହରଭଙ୍ଗା ଗ୍ରାମ ପଞ୍ଚାୟତର ଭେଜିଗୋରା,
Read More...

ପୋଲାମ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ବୌଦ୍ଧ/ଜହ୍ନାପଙ୍କ,୧୩/୫- କ୍ରମାଗତ ଭାବେ ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ପୋଲାମ ଗ୍ରାମରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହି ସଂକ୍ରମଣ ବାହ୍ୟଗ୍ରାମକୁ ଯେପରି ନବ୍ୟାପେ ସେଥିପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସରପଞ୍ଚ ମିତ୍ରଭାନୁ ପ୍ରଧାନ ୧୮ ତାରିଖ
Read More...

ବଦଳିଲେ ୩ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୩ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଅଦଳବଦଳ କରିଛନ୍ତି । ଏ େଇ ପ୍ରକାଶ ପାଇଥିବା ବିଜ୍ଞପ୍ତିରୁ ଜଣାପଡିଛି ଝାରପଡା ଜେଲ ସୁପରିଣ୍ଟେଣ୍ଡେଣ୍ଟ ଧୀରେନ୍ଦ୍ର ବାରିକଙ୍କୁ ବଲାଙ୍ଗିର ବଦଳି କରିଛନ୍ତି । ବଲାଙ୍ଗିର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଉର୍ମିଳା ମିଞ୍ଜଙ୍କୁ ପୁରୀ
Read More...

ଗଜପତିରେ ଆଜି ପୁଣି ୧୦୪ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୧୩/୫- ଜିଲ୍ଲାରେ ଆଜି ପୁଣି ୧୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୪୪ ଜଣ, ଗୋଶାଣି ବ୍ଳକରେ ୧୭ଜଣ,କାଶୀ ନଗର ବ୍ଳକରୁ ୧୨ ଜଣ, ମୋହନା ବ୍ଳକରୁ ୮ ଜଣ,ନୂଆଗଡ଼ ବ୍ଳକରୁ ୧୦ ଜଣ,ରାୟଗଡ଼ ବ୍ଳକରୁ
Read More...

ଭାରତ ବାୟୋଟେକକୁ ଡିସିଜିଆଇର ଅନୁମତି, ୫୨୫ ସୁସ୍ଥ ସ୍ୱେଚ୍ଛାସେବୀଙ୍କ ଠାରେ କରାଯିବ କ୍ଲିନିକାଲ ଟ୍ରାଏଲ ରନ୍‌

ଭୁବନେଶ୍ୱର,୧୩/୫- ୨ ରୁ ୧୮ ବର୍ଷ ବୟସ ମଧ୍ୟରେ କୋଭାକ୍ସିନ ଟିକାର କ୍ଲିନିକାଲ ପରୀକ୍ଷା ପାଇଁ ଡିସିଜିଆଇ ଭାରତ ବାୟୋଟେକକୁ ଆଜି ଅନୁମତି ଦେଇଛନ୍ତି । ୫୨୫ ଜଣ ସୁସ୍ଥା ସ୍ୱେଚ୍ଛାସେବୀଙ୍କ ଠାରେ ଏହାର ଟ୍ରାଏଲ ରନ୍‌ କରାଯିବ । ଦ୍ୱିତୀୟ ଓ ତୃତୀୟ ଫେଜ ଟ୍ରାଏଲ ରନ୍‌ ପରେ ଏହା ଶିଶୁ ଓ
Read More...

ବିଜୁ ଜନତା ଦଳର ମହାନତା, ଭୋକିଲା ପେଟକୁ ଦାନା ଯୋଗାଉଛନ୍ତି ଦଳର ସଦସ୍ୟ

ବାଲିଗୁଡା, ୧୩/୫: ବିଜୁ ଜନତାଦଳର ମହାନତା । ଅନାହାର ମୁହଁରେ ମୁଠାଏ ଦାନା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁଜନତା ଦଳର ସଦସ୍ୟମାନେ । ସାରା ଦେଶରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବାକୁ ଲାଗିଥିବାବେଳେ ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାର
Read More...