ବୌଦ୍ଧ: ରେକର୍ଡ ସଂଖ୍ୟକ ୨୩୨ ପଜିଟିଭ ଚିହ୍ନଟ, ସାଂପୋଚ ପଞ୍ଚାୟତରୁ ୧୧୩
ବୌଦ୍ଧ,୧୩/୫ - ଆଜି ଗୋଟିଏ ଦିନରେ ବୌଦ୍ଧଜିଲ୍ଲାରୁ ରେକର୍ଡ ସଂଖ୍ୟକ ୨୩୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି କେବଳ ସାଂପୋଚ ଗ୍ରାମ ପଞ୍ଚାୟତରୁ ହିଁ ୧୧୩ ପଜିଟିଭ ଚିନ୍ହଟ ହୋଇଥିବା ଜଣାପଡିଛି । ଜିଲ୍ଲା ସୂଚନା ଓ!-->…
Read More...
Read More...