ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଚାଳକ

ବୌଦ୍ଧ,୮/୫ - ଜାତୀୟ ରାଜପଥ ନମ୍ବର୍ 57 ର ମର୍ଯାଦପୁର୍ ନିକଟରେ ଭାରସାମ୍ୟ ହରାଇ ଏକ କାର୍ ଗତକାଲି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀର ଠାରୁ କଟକ ଅଭିମୁଖେ ଯାଉଥିବା ଏକ କାର୍ ଓଡ଼ି 05 ଏ.ସି. 0863
Read More...

ଦୁର୍ଘଟଣାରେ ମେଡିକାଲ ଛାତ୍ର ଆହତ

ଦଶପଲ୍ଲା,୮/୫ - ଗତକାଲି ରାତି ପ୍ରାୟ ୧୧.୪୫.ସମୟରେ କଟକରୁ କିଛି ମେଡିକାଲ ଛାତ୍ରଙ୍କୁ ନେଇ ବଲାଙ୍ଗୀର ଯାଉଥିବା, ରାଜ୍ୟ ପରିବହନ ନିଗମର ଏକ ବସ୍ ବାଣିଗୋଛା ନିକଟସ୍ଥ ଦୁର୍ଗାପ୍ରସାଦ ଗ୍ରାମ ନିକଟରେ, ଏକ ପଣସ ଗଛରେ ମାଡ ହୋଇଯିବା ଫଳରେ , ଦୁଇ ଡ଼୍ରାଇଭରଙ୍କ ସମେତ ୫ ଜଣ ମେଡିକାଲ ଛାତ୍ର
Read More...

ବୌଦ୍ଧରେ ପ୍ରତିଷ୍ଠା ହେବ ମେଡିକାଲ୍ ଅକ୍ସିଜେନ ପ୍ଲାଣ୍ଟ

ବୌଦ୍ଧ ,୭/୫- ବୌଦ୍ଧ ଠାରେ ଏକ ପିଏସଏ ମେଡିକାଲ ଅକ୍ସିଜେନ ପ୍ଳାଂଟ ଭାରତ ସରକାରଙ୍କ ତରଫରୁ ପ୍ରତିଷ୍ଠା କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣା ପଡିଛି । ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏନେଇ ବୌଦ୍ଧ ଜିଲ୍ଲାପାଳଙ୍କୁ ଜମି ଯୋଗାଣ ସହିତ ଆବଶ୍ୟକ ସହଯୋଗ ପ୍ରଦାନ ନିମନ୍ତେ
Read More...

ଜଳିଗଲା କାର୍

ଦଶପଲ୍ଲା,୭/୫- ଆଜି ଅପରାନ୍ହ ସାଢେ ୩ଟା ସମୟରେ ଦଶପଲ୍ଲା ଥାନା ଅନ୍ତର୍ଗତ ପୁରୁଣା ଦଶପଲ୍ଲା ଏବଂ ସୁବଳୟା ମଧ୍ୟବର୍ତ୍ତୀ ଶନି ମନ୍ଦିର ନିକଟରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇ ପୋଡି ଯାଇଛି । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ କାରଟି ନୟାଗଡ଼ରୁ ବଲାଙ୍ଗୀର ଅଭିମୂଖ ଯାଉଥିବା ବେଳେ
Read More...

ବୌଦ୍ଧଜିଲ୍ଲାରେ ସାମ୍ବାଦିକଙ୍କ ଟୀକାକରଣ ଆରମ୍ଭ

ବୌଦ୍ଧ,୭/୫ - ଆଜି ବୌଦ୍ଧଜିଲ୍ଲାରେ ସାମ୍ବାଦିକମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ସମ୍ମୁଖ କୋଭିଡ ଯୋଦ୍ଧା ଘୋଷଣା କରିବା ସହିତ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମାଧାରୀଙ୍କୁ ଟୀକାଦେବାର ବ୍ୟବସ୍ଥା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି
Read More...

ଜବରଦଖଲକାରୀଙ୍କ କବଳରୁ ଜଙ୍ଗଲ ଜମି ଓ ସରକାରୀ ଜମି ଉଚ୍ଛେଦ ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଲେ “ସାନହାମରା’…

ଦଶପଲ୍ଲା,୭/୫- ଜଙ୍ଗଲ ଓ ବନ୍ୟ ସମ୍ପଦର ସୁରକ୍ଷା, ଉଜୁଡ଼ା ଜଙ୍ଗଲର ପୁନଃରୁଦ୍ଧାର, ନୂତନ ଜଙ୍ଗଲ ସୃଷ୍ଟି ଏବଂ ବୃକ୍ଷରୋପଣ ନିମନ୍ତେ ସରକାର ବନବିଭାଗ ଜରିଆରେ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଓ ବର୍ଷା କରାଇବାରେ ବୃକ୍ଷର ଭୂମିକା ଅତ୍ୟନ୍ତ
Read More...

ଜିଲ୍ଲା କୃଷି ଅଧିକାରୀଙ୍କ କରୋନାରେ ମୃତ୍ୟୁ

ଦଶପଲ୍ଲା,୭/୫ - ନୟାଗଡ଼ ଜିଲ୍ଲାରେ ଦିନକୁଦିନ କରୋନା ତାର କାୟା ବିସ୍ତାର କରିଚାଲିଛି । ପ୍ରତିଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା, ବଢି ଚାଲିଥିବାବେଳେ ଗତକାଲି ନୟାଗଡ ଜିଲ୍ଲା କୃଷି ଅଧିକାରୀ ବସନ୍ତ ପଟ୍ଟନାୟକଙ୍କର କରୋନାରେ ମୃତ୍ୟୁ ଘଟିଛି । କିଛିଦିନ ପୂର୍ବରୁ ସେ କରୋନାରେ ସଂକ୍ରମିତ
Read More...

୫୦ ପରିବାରଙ୍କୁ ଆବାସ ଯୋଜନା ସାତସପନ: ୧୦ ବର୍ଷ ହେଲା ସମ୍ବରକଟା ଗାଁକୁ ଗୋଟିଏ ବି ମିଳିନି ଆବାସ ଯୋଜନା

ବୌଦ୍ଧ( ଚିତରଂଜନ ସିଂ) :ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ହେଉ କି ବିଜୁପକ୍କାଘର ହେଉ ଏସବୁ କଣ ତାହା ଜାଣନ୍ତି ନାହି ଗ୍ରାମବାସି । ଫଳରେ ଆଜକୁ ୧୦ ବର୍ଷ ହେଲା ଗ୍ରାମର ସମସ୍ଥ ହିତାଧିକାରିଙ୍କୁ ମିଳିନି ଆବାସ ଘର । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର
Read More...

ମିଳିଲାନି ମହାପ୍ରୟାଣ ଗାଡ଼ି ୭ କିଲୋମିଟର ମୋଟର ସାଇକେଲରେ ବୁହାହେଲା ଶବ

ବାଲିଗୁଡ଼ା,୭/୫:ମିଳିଲାନି ମହାପ୍ରୟାଣ ଗାଡ଼ି, ସାତ କିଲୋମିଟର ବାଇକରେ ବୁହାହେଲା ଶବ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ମାଦାଗୁଡାରେ । ସୂଚନା ପ୍ରକାରେ ମାଦାଗୁଡା ଗ୍ରାମର ଦୁରିଙ୍ଗିପଡି ସାହିର ତିନି ଜଣ ଶିଶୁ ଗତକାଲି ଅପରାହ୍ନରେ ପଂଚାୟତ
Read More...

ଜୁରିଆ ବସଷ୍ଟାଣ୍ଡରେ ପାନୀୟଜଳର ବ୍ୟବସ୍ଥା ପାଇଁ ଦାବି

ଖପ୍ରାଖୋଲ,୭/୫- ପାଟଣାଗଡ଼ରୁ ପଦ୍ମପୁର ଓ ଖପ୍ରାଖୋଲକୁ ସଂଯୋଗ କରୁଥିବା ଜୁରିଆ ବସଷ୍ଟାଣ୍ଡରେ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଲୋକେ ବାହାରୁ କିଣି ପିଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବସ୍‌କୁ ଅପେକ୍ଷା କରୁଥିବା ଯାତ୍ରୀ ଓ ଜୁରିଆରେ ସମବାୟ ସମିତି ବ୍ୟାଙ୍କ , କିଓସ୍କ ବ୍ୟାଙ୍କିଙ୍ଗ ଶାଖା
Read More...