କୋରନା ଟେଷ୍ଟିଂକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ
ହରଭଙ୍ଗା,୨୧/୫- ବୌଦ୍ଧଜିଲ୍ଲାରେ ଦିନକୁଦିନ କୋରନା ମହାମାରୀ ତାର କାୟାବିସ୍ତାର କରିବାରେ ଲାଗିଛି । ଜିଲ୍ଲାରେ ପ୍ରତିଦିନ ଯୋଡି ହେଉଛି ନୂଆ ସଂକ୍ରମଣ ରେକର୍ଡ । ଏବେ ବୌଦ୍ଧଜିଲ୍ଲାର ହଟସ୍ପଟ ସାଜିଛି ହରଭଙ୍ଗା ବ୍ଲକ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ହରଭଙ୍ଗା ବ୍ଲକର!-->…
Read More...
Read More...