ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍କା,ଜିତିନ ପ୍ରସାଦ ବିଜେପିରେ ମିଶିଲେ
ନୂଆଦିଲ୍ଲୀ : କଂଗ୍ରେସ ନେତା ଜିତିନ ପ୍ରସାଦ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ । ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ନେଇ ଖୁବ୍ ଆଲୋଚନା ଆରମ୍ଭ ହୋଇଛି । ବୁଧବାର ସକାଳେ ବିଜେପି ସାଂସଦ ତଥା!-->…
Read More...
Read More...