ଗୁମାବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣକଲେ ଗୀତାଞ୍ଜଳି ଭୂୟାଁ

ପାରଳାଖେମୁଣ୍ଡି,୭/୫- ଗଜପତି ଜିଲ୍ଲା ଗୁମାବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗଙ୍କ ମୃତ୍ୟୁ ପରେ ଗୁମା ବ୍ଲକ ଉପାଧ୍ୟକ୍ଷ ଗିତାଞ୍ଜଳି ଭୂୟାଁଙ୍କୁ ବ୍ଲକ ଅଧ୍ୟକ୍ଷା ଭାବେ ଗଜପତି ଜିଲାପାଳଙ୍କ ଅନୁମୋଦନ କ୍ରମେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ବ୍ଲକ ଅଧ୍ୟକ୍ଷା
Read More...

ସିମନବାଡିରେ ଆରମ୍ଭହେଲା ଏଟିଏମ ସେବା

ଦାରିଙ୍ଗବାଡି,୭/୫: ବୁଧବାର ଦିନ ସିମନବାଡି ବଜାରଠାରେ ଆରମ୍ଭହେଲା ଷ୍ଟେଟ ବ୍ୟାଙ୍କ ଏଟିଏମ ସେବା । ସିମନବାଡି ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ବିରେନ ମିତ୍ର ପ୍ରଧାନ, କ୍ୟାସିଅର ଦେବେଶ୍ୱର କହଁର, କର୍ମଚାରୀ ଦୀପକ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଏଟିଏମର ଶୁଭାରମ୍ଭ ହୋଇଥିଲା । ସିମନବାଡି
Read More...

କୋଭିଡ୍‌ ସଂକ୍ରମଣରେ ମୃତ୍ୟୁ ଆଶଙ୍କା, କୋଭିଡ୍‌ ଶ୍ମଶାନରେ କବରଦେଲା ପ୍ରଶାସନ

ଦାରିଙ୍ଗବାଡ଼ି,୭/୫: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଗ୍ରୀନବାଡ଼ି ପଞ୍ଚାୟତ ତାଗାପାଙ୍ଗା ଗ୍ରାମର ଜନୈକ ବ୍ୟକ୍ତି କିଛିଦିନ ହେଲା ଥଣ୍ଡା, କାଶ ଜ୍ୱରରେ ପୀଡ଼ିତ ଗୁରୁତର ହୋଇ ଗତକାଲି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ସେହି
Read More...

ଟିକାପାଇଁ ମନମୁଣ୍ଡା ଡାକ୍ତରଖାନାରେ ଭିଡ, ରହୁନାହିଁ ସାମାଜିକ ଦୂରତା

ବୌଦ୍ଧ,୭/୫- କିଛିଦିନ ଜିଲ୍ଲାରେ ଟିକା ଅଭାବରୁ ଟିକାକରଣ ବନ୍ଦ ଥିବାବେଳେ ଆଜିସକାଳୁ ପୁଣି ଆରମ୍ଭ ହୋଇଛି । ଜିଲ୍ଲାର ଟିକାକରଣ କେନ୍ଦ୍ର ଗୁଡିକରେ ଆଜି ଲୋକଙ୍କ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଛି । ଲୋକେ ଟିକା ନେବାପାଇଁ ଆକୁଳହୋଇ କୋଭିଡ୍‌ ନିୟମ ମଧ୍ୟ ମାନୁନାହାନ୍ତି । ଆଜି ସକାଳେ
Read More...

ଟ୍ରକ ସହ ଇନୋଭାର ମୁହାଁମୁହିଁ ଧକ୍କା, ୨ ଗୁରୁତର

ବୌଦ୍ଧ,୭/୫- ଆଜି ଭୋର ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ର ହରଭଙ୍ଗା ବ୍ଲକ ନୂଆପଡା ପୋଲ ବୁଲାଣିଆ ରାସ୍ତାରେ ଗୋଟିଏ ଟ୍ରକ ସହ ଇନୋଭାର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି କଟକରେ ନିଜ ପରିବାରକୁ ଛାଡି କଳାହାଣ୍ଡି
Read More...

ବୌଦ୍ଧ: ଥମୁନି କରୋନା ସଂକ୍ରମଣ, ଆଜି ପୁଣି ୧୨୮ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୭/୫ - ବୌଦ୍ଧ ଜିଲ୍ଲାରେ କରୋନା ଥମିବାର୍‌ ନାମ ନେଉନାହିଁ । ପ୍ରତିଦିନ ପାର୍‌ କରୁଛି ଶତକ । ଆଜି ପୁଣି ଗୋଟିଏ ଦିନରେ ୧୨୮ ଜଣ କରୋନା ପଜିଟିଭ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ
Read More...

ବହୁଚର୍ଚ୍ଚିତ ପାଲଝାର୍‌ ଫାର୍ମ କୃଷି ଅଧିଦର୍ଶକଙ୍କୁ ମନୁପାଲି ବଦଳି

ବୌଦ୍ଧ,୬/୫- ପାଲଝାର କୃଷି ଫାର୍ମରେ କୃଷି ଅଧିଦର୍ଶକ ଥିବା ବାନାମ୍ବର ସାହୁଙ୍କୁ ବୌଦ୍ଧବ୍ଲକ ମନୁପାଲିକୁ ବଦଳି କରାଯାଇଥିବା ଜଣାପଡିଛି । ତାଙ୍କ ସ୍ଥାନରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କୃଷି ଗ୍ରାମସେବକ ଅଜିତ କୁମାର ପ୍ରଧାନଙ୍କୁ ପାଲଝାର୍‌ ଫାର୍ମର
Read More...

ରଖିଲେ ନାହିଁ କ୍ଷୀର ଫେରାଇଦେଲା ସୋସାଇଟି

ବୌଦ୍ଧ/ହରଭଙ୍ଗା,୬/୫- କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ୧୪ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଫଳରେ କେତେକ ସ୍ଥାନରେ ସାଧାରଣ ଖଟିଖିଆଙ୍କ ଉପରେ ଏହାର ପ୍ରଭାବ ପଡିଥିବା ଦେଖିବାକୁ ମିଳୁଛି । ହରଭଙ୍ଗାବ୍ଲକରେ ଓମ୍‌ଫେଡ୍‌ ପକ୍ଷରୁ ବର୍ତ୍ତମାନ ରାମଗଡ, ଧଳପୁର,
Read More...

ବୌଦ୍ଧ: ଦିନକରେ ରେକର୍ଡ ସଂଖ୍ୟକ ୨୫୦ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୬/୫ - ଆଜି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୨୫୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ୨୫୦ କରୋନା ପଜିଟିଭକୁ ମିଶାଇଲେ ଜିଲ୍ଲାରେ ୪୨୫୦ ଜଣ ସଂକ୍ରମଣ ହୋଇସାରିଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ
Read More...