ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ବରଗଡ଼ : ଆସନ୍ତା ଅଗଷ୍ଟ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଏନେଇ ମଙ୍ଗଳବାର ଦିବା ୧୧ ଘଣ୍ଟା ସମୟରେ ବରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି I
Read More...

ଏବିଭିପି କନ୍ଧମାଳ ପକ୍ଷରୁ ଚକାପାଦ ସ୍ଥିତ ବିରୁପାକ୍ଷ ମନ୍ଦିରରେ ସେବାକାର୍ଯ୍ୟ

କନ୍ଧମାଳ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲାର ଚକାପାଦ ଠାରେ ସେବା କାର୍ଯ୍ୟ ଅନୁଷ୍ଠିତ ହେଇଯାଇଛି । ଶିକ୍ଷା ସାମାଜିକ ଓ ଏକ ଦାୟିତ୍ଵବାନ ଛାତ୍ର ସଂଗଠନ ହିସାବରେ ଏବିଭିପି ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର
Read More...

ଜାତୀୟ କୃମି ନାଶକ ଦିବସ ପାଇଁ ପ୍ରଶିକ୍ଷଣ ଶିବିର

ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ଜାତୀୟ କୃମି ଦିବସ ପାଈଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଚଳିତ ମାସ ୧୦ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଵ I କିଭଳି ଭାବେ କୃମିକୁ ସମ୍ପୂର୍ଣ୍ଣ
Read More...

ବିୟୁଟି ଆସୋସିଏସନର ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା : ଗୋଟେ ନାରୀର କେଶ ହିଁ ତା ସୌନ୍ଦର୍ଯ୍ୟର ବହୁତ ବଡ଼ ଅଂଶ ହୋଇଥାଏ I ସେଇଥିପାଁଇ ତ କେଶକୁ ନେଇ କିଏ କେତେ ପ୍ରକାରର ଡିଜାଇନ କରିଥାନ୍ତି I ନିଜ କେଶର ଯତ୍ନ ପାଁଇ ବିୟୁଟି ପାର୍ଲର ଯିବାକୁ ପଡିଥାଏ ଆଉ ପାର୍ଲରର ବିୟୁଟିସିଆନ ମାନଙ୍କ ଦ୍ୱାରା କେଶକୁ ଅତ୍ୟାଧୁନିକ ମେସିନ
Read More...

ପାଣିରେ ବୁଡିଲା ମେଟାକାନୀ ମନ୍ଦିର

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପ୍ରସିଦ୍ଧ ପୀଠ ମାଁ ମେଟାକାନୀ ମନ୍ଦିର ଠାରେ ଜଳମୟ ହୋଇଛି। ଗତ ରାତ୍ରି ଅତି ପ୍ରବଳ ଲଗାଣ ବର୍ଷା ଯୋଗୁଁ ମନ୍ଦିର ବେଢା, ଗର୍ଭଗୃହ, ମନ୍ଦିର ପରିସର ଆଦି ସମସ୍ତ ଯାଗାରେ ପାଣି ଜମିରହିଛି। ଯାହା ଫଳରେ ପୂଜାର୍ଚ୍ଚନା ନୀତି ସମ୍ପୂର୍ଣ୍ଣ ଠପ୍
Read More...

ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ସଙ୍ଘର ପ୍ରତିଭା ସମ୍ନାନ ସମରୋହ

ନୟାଗଡ : ନୟାଗଡ ଜିଲ୍ଲା ଇଟାମାଟି ଗ୍ରାମ ପଞ୍ଚାୟତର ତେଲି ସାହି ସ୍ତତ ପ୍ରଫୁଲ ସାହୁ କଲ୍ୟାଣ ମଣ୍ଡପ ରେ ପଞ୍ଚାୟତ ସ୍ତରୀୟ -୫ମ ବାର୍ଷିକ ପ୍ରତିଷ୍ଠା ଦିବସ ସହ କୃତି ଛାତ୍ରଛାତ୍ରୀଙ୍କ ପ୍ରତିଭା ସମ୍ମାନ ସମରୋହ ସଙ୍ଘ ସଭାପତି ଶ୍ରୀଯୁକ୍ତ ପ୍ରହଲ୍ଲାଦ ଶାନ୍ତଙ୍କ ପୌରହିତରେ ଅନୁଷ୍ଠିତ
Read More...

ବାଇକ୍ ବୋଲେରୋ ମୁହାଁ ମୁହିଁ ଧକ୍କା

ଫୁଲବାଣୀ : ଖଜୁରୀପଡ଼ା ଥାନା ଅନ୍ତର୍ଗତ ଲମ୍ବାଗୁଡ୍ରି ନାଳ, ପୋଲ ନିକଟରେ ସୋମବାର ଦିନ ଅପରାହ୍ନ ବେଳେ ବାଇକ୍ ବୋଲେରୋ ମୁହାଁ ମୁହିଁ ଧକ୍କା ହେବା ଦ୍ବାରା ଜଣେ ମୃତ ହେବା ସହିତ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଡାକ୍ତର ଖାନାଭର୍ତ୍ତି କରାଯାଇଛି। ସୂଚନା ପ୍ରକାରେ
Read More...

ଯାତ୍ରା ଆରମ୍ଭ କରିବେ ଆନ୍ତର୍ଜାତୀୟ ପର୍ବତାରୋହୀ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆସନ୍ତା କାଲି ଯାତ୍ରା ଆରମ୍ଭ କରିବେ ଆନ୍ତର୍ଜାତୀୟ ପର୍ବତାରୋହୀ ବିଭାରାଣୀ ପାତ୍ର। ତାଙ୍କୁ ଆଜି ଶ୍ରୀମନ୍ଦିର ସମ୍ମୁଖରେ ପାଟରା ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ନିଖିଳ ଉତ୍କଳ ପାଟରା ସମିତି ତରଫରୁ ଆଜି
Read More...

ପାଞ୍ଚଦିନିଆ ଶିକ୍ଷକ ଉନ୍ନୟନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ

ଭୁବନେଶ୍ବର : ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ କାଉନ୍ସେଲିଂ ଓ ୱେଲ୍ନେସ୍ ସେଣ୍ଟର୍, ଇଣ୍ଟର୍ନାଲ୍ କ୍ୱାଲିଟୀ ଆସ୍ୱୋରାନ୍ସ୍ ସେଲ୍, ଥିଓସଫିକାଲ୍ ଅର୍ଡର୍ ଅଫ୍ ସର୍ଭିସ୍ ଓ ମନମ୍ ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ' ଓରିଏଣ୍ଟେଶନ
Read More...

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କର ବୈଠକ

୫ ଅଗଷ୍ଟ ୨୦୨୪ ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ବୈଠକ କରିଛନ୍ତି I ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବର୍ଷ ରାଜ୍ୟସ୍ତରୀୟ
Read More...