ଅର୍ଥାଭାବରୁ ପାଠରେ ଡୋରି ବାନ୍ଧିବେ ମେଧାବୀ ଛାତ୍ରୀ !

ବୌଦ୍ଧ/ଜହ୍ନାପଙ୍କ,୨୬/୪- ବୌଦ୍ଧବ୍ଲକ୍‌ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ଛାତ୍ରୀ ଅଙ୍କିତା ନାଏକ ଅର୍ଥାଭାବରୁ ଦ୍ୱାଦଶ ଶ୍ରେଣୀରେ ନାମ ଲେଖାଇବାକୁ ଅସମର୍ଥଥିବା ଜଣାପଡିଛି । ୨୦୧୯ରେ ଏକାଦଶ ଶ୍ରେଣୀରେ ପାଠପଢିବା କଥା କିନ୍ତୁ ସେ ପାଠପଢି ପାରିନଥିଲେ । ତାଙ୍କ
Read More...

ଅସଂପୂର୍ଣ୍ଣ ସୁଚନା ଫଳକରେ ସରିଗଲା ରାସ୍ତାକାମ !

ବୌଦ୍ଧ,୨୬/୪- ବୌଦ୍ଧବ୍ଲକ୍‌ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାଲୋଇ ଗ୍ରାମଠାରୁ ଖୋଇମାଲ୍‌ ରାସ୍ତାରେ ଗତ ୨୦୨୦ - ୨୧ ମସିହାରେ ୫ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇଛି । ମହାତ୍ମାଗାନ୍ଧି ଜାତୀୟ କର୍ମନିଯୁକ୍ତି ଯୋଜନା ଅର୍ଥରେ ନିର୍ମିତ ମୋରମ ମେଟାଲ ରାସ୍ତାର
Read More...

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବୌଦ୍ଧ,୨୫/୪: ବୌଦ୍ଧବ୍ଲକ୍‌ ଶଗଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୁଗୁଡିକନପା ଠାରେ ଗାଁ କଲ୍ୟାଣ ସମିତି ଓ ବେସରକାରୀ ସଂସ୍ଥା ଚନ୍ଦ୍ରମାର ମିଳିତ ଆନୁକୂଲ୍ୟରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି । ଏଠାରେ ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ସହ କିପରି ମୁକାବିଲା କରିବା ଓ ଶୂନ୍ୟ
Read More...

ସଟଡାଉନ ପେଟ୍ରୋଲିଂ ବେଳେ ପାରଳା ପୋଲିସର ମାନବିକତାପୂର୍ଣ୍ଣ କାର୍ଯ୍ୟ

ପାରଳାଖେମୁଣ୍ଡି,୨୫/୪- ଗଜପତିଜିଲ୍ଲା ପାରଳାଖେମୁଣ୍ଡି ସହରରେ ସପ୍ତାହାନ୍ତ ସଟଡାଉନର ଆଜି ଦ୍ୱିତୀୟ ଦିନରେ ପାରଳା ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ମାନବିକତା ପୂର୍ଣ୍ଣ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି । । ଆଜି ସାପ୍ତାହନ୍ତ ସଟଡାଉନର ପୂର୍ବାହ୍ନ ସମୟରେ ପାରଳା ପୋଲିସ
Read More...

କିସ୍‌ ପ୍ରତିଷ୍ଠାତା ଡ଼.ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଏକାଦଶ ପର୍ଯ୍ୟାୟ ବିଭିନ୍ନ ସାମଗ୍ରୀ ପ୍ରଦାନ

ପାଟଣାଗଡ,୨୫/୪- ସମଗ୍ର ବିଶ୍ୱରେ ଦ୍ୱିତୀୟ ଲହର କରୋନା ଜନିତ କଟକଣା ସମୟରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷାବ୍ୟବସ୍ଥାକୁ ସୁଦୃଢ କରିବାପାଇଁ କିସ୍‌କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ କନ୍ୟା କିରଣର ପ୍ରତିଷ୍ଠାତା , ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗର
Read More...

ଜହ୍ନାପଙ୍କରେ ଫେଲ୍‌ ମାରିଛି ପାନୀୟଜଳ ପ୍ରକଳ୍ପ: ସକାଳ ପାହିଲେ ପାଣି ଚିନ୍ତା:୨ କିମି ଦୂରରୁ ଆସୁଛି ଖାଇବା ପାଣି

ଜହ୍ନାପଙ୍କ,୨୫/୪- ରାଜ୍ୟ ସରକାର ପ୍ରତି ଗାଁକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ସ୍ୱଜଳଧାରା, ଜଳଧାରା ଓ ବସୁଧା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ପାଣି ବୁହାଇଲା ପରି ଖର୍ଚ୍ଚ କରୁଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନ ଯୋଗୁଁ କେଉଁଠି ମାସେ ଦୁଇ ମାସ ଚାଲିଲା ପରେ ପ୍ରକଳ୍ପ ବନ୍ଦ ହେଇଛି
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଦ୍ୱିତୀୟ ଦିନରେ ସଟ୍ ଡାଉନର ପ୍ରଭାବ

ସୁବର୍ଣ୍ଣପୁର୨୫/୪- ସୁବର୍ଣ୍ଣପୁର ଜିଲ୍ଲାରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ସପ୍ତାହନ୍ତ ସଟ୍ ଡାଉନ୍ ର ଆଜି ଦ୍ବିତୀୟ ଦିନରେ ମଧ୍ୟ ପୋଲିସ ପକ୍ଷରୁ କଡାକଡି ଯାଂଚ କରାଯାଉଛି । ସୁବର୍ଣ୍ଣପୁର,ବିନିକା ଓ ତରଭା ସହରର ବିଭିନ୍ନ ଛକ ଏବଂ ପ୍ରବେଶ ଦ୍ବାରରେ ପୋଲିସ ମୁତୟନ ହୋଇ ତନଖି କରୁଛି ।
Read More...

ଜାଡେଜାଙ୍କ ବିସ୍ଫୋରଣ, ଗୋଟିଏ ଓଭରରେ କଲେ ୩୭ ରନ

ମୁମ୍ବାଇ : ଆଜି ଅନୁଷ୍ଠିତ ଆଇପିଏଲର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ରଥମ ଇନିଂସରେ ୧୯୧/୪ ରନ କରିଛି । ଏହି ମ୍ୟାଚରେ ରବିନ୍ଦ୍ର ଜାଡେଜା ୨୮ ବଲରେ ୬୨ ରନ କରି ଦଳକୁ ଏହି ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ । ଶେଷ ଓଭରରେ ରବିନ୍ଦ୍ର ଜାଡେଜା ୩୭ ରନ କରି ମ୍ୟାଚର ରୂପ ବଦଳାଇ ଦେଇଥିଲେ
Read More...

ଆଇଇଏସ ବିରଞ୍ଚି ନନ୍ଦଙ୍କ ପରଲୋକ

ଭୁବନେଶ୍ୱର: କରୋନା ଆକ୍ରାନ୍ତ ଆଇଇଏସ ଡକ୍ଟର ବିରଞ୍ଚି ନାରାୟଣ ନନ୍ଦ(୬୧)ଙ୍କର ଦିଲ୍ଲୀରେ ଆଜି ସକାଳ ୭ଟାରେ ପରଲୋକ ହୋଇଛି । ଗତବର୍ଷ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରାଳୟର ସଚିବ ପଦରୁ ଅବସର ନେଇଥିଲେ ଡ. ନନ୍ଦ । ଯାଜପୁରରେ ଜନ୍ମିତ ଡକ୍ଟର ନନ୍ଦ ଅବସର ନେଲାପରେ “ଓଡିଶା ସ୍ୱାଭିମାନ ପରିଷଦ”
Read More...