ଡାକ୍ତର ବାଚସ୍ପତି ଦାସଙ୍କୁ ବହିଷ୍କାର ଦାବୀରେ କୋଶଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର
ପାଟଣାଗଡ଼,୧୭/୫- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା । ଏହି ଡାକ୍ତରଖାନାରେ ପଡୋଶୀ ବ୍ଲକ ତଥା ପଡୋଶୀ ଜିଲ୍ଲାର ରୋଗୀ ନିର୍ଭର କରନ୍ତି । ଏହି ଡାକ୍ତରଖାନା ବିଗତ ଦିନରେ ଜିଲ୍ଲା ତଥା ରାଜ୍ୟରେ ନାଁ କମେଇଥିଲା ପୂର୍ବରୁ ଏହି ଡାକ୍ତରଖାନା ରେ!-->…
Read More...
Read More...