ମୁଣ୍ଡବିନ୍ଧା ବଢାଉଛନ୍ତି ପ୍ରବାସୀ , ନୂଆଗାଁର ବହୁ ଗ୍ରାମ କଣ୍ଟେନମେଣ୍ଟ ଜୋନ୍
ଦଶପଲ୍ଲା,୧୬/୫- ଭାରତରେ କୋରାନା ମହାମାରୀର ଦ୍ଵିତୀୟ ଲହରୀ ମାଡିଚାଲିଥିବାବେଳେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି | ଏହି ପରିପ୍ରେକ୍ଷୀରେ ଅମାନିଆଙ୍କୁ ସାବାଡ ପାଇଁ ପ୍ରଶାସନ ପଦେକ୍ଷପ ନେଉଛି । ତଥାପି ପ୍ରବାସୀଙ୍କ ଘରବାହୁଡା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ଏହାର!-->!-->!-->…
Read More...
Read More...