କେବେ କାର୍ଯ୍ୟକ୍ଷମ ହେବ ଥଣ୍ଡା ପାନୀୟ ଜଳପ୍ରକଳ୍ପ ?

ବୌଦ୍ଧ,୬/୪ - ବୌଦ୍ଧବ୍ଲକ୍‌ ବାଉଁଶୁଣୀ ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥଣ୍ଡାପାନୀୟ ଜଳ ପ୍ରକଳ୍ପ ଗୋଟିଏ ନିର୍ମାଣ ପାଇଁ ଆଜକୁ ତିନି ବର୍ଷ ତଳେ ବୌଦ୍ଧ ବ୍ଲକ୍‌ ତରଫରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରକଳ୍ପ ଗୃହ ନିର୍ମାଣ କାର୍ଯ୍ୟ ସରିଯାଇଥିବା ବେଳେ ପାଣି
Read More...

ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଲୁଟ୍‌ ଅଭିଯୋଗ, ଘଟଣାସ୍ଥଳରେ ପୋଲିସର ଛାନଭିନ

ବାଲିଗୁଡ଼ା,୬/୪: ଅଧରାତିରେ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଲୁଟି ନେଲେ ଲୁଟେରା । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ରେ । କୋଟଗଡ଼ ଜଗନ୍ନାଥ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଲୁଟ୍‌ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଦକ୍ଷିଣା ଟଙ୍କା ସମେତ ପାଶ୍ୱର୍
Read More...

ଟମାଟୋର ଅଭାବୀ ବିକ୍ରୀ, ଚାଷୀଙ୍କ ମୁଣ୍ଡରେ ଚଡକ

ବୌଦ୍ଧ,୬/୪– ଖରିଫ ଋତୁ ପରେ ବୌଦ୍ଧ ଜିଲ୍ଲାର ଚାଷୀମାନେ ରବି ଋତୁରେ ପନିପରିବା ଫସଲ କରିଥାଆନ୍ତି । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରବଳ ମାତ୍ରାରେ ଟମାଟୋ ଉତ୍ପାଦନ ହେଉଥିବାର ଦେଖିବାକୁ ମିଳୁଛି । ଫଳରେ ବଜାର ଓ ରପ୍ତାନି ଅଭାବରୁ ଚାଷୀମାନେ ଅଭାବି ବିକ୍ରିର ସମ୍ମୁଖୀନ ହେଉଛନ୍ତି
Read More...

ହୀରାଂଚଳର ପ୍ରଭାବ ମରାମତି ହେଲା ନଳକୂପ ଓ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ

ବୌଦ୍ଧ,୬/୪ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ବରଗୋଛା ଗ୍ରାମ ପଂଚାୟତ ମଲ୍ଲିକପଡା ଗ୍ରାମ ବହିରା ସାହିରେ ନଳକୂପ ଦୀର୍ଘଦିନ ହେଲା ଅଚଳ ହୋଇ ପଡିଥିବା ସଂପର୍କିତ ଖବର ଗତ ମାର୍ଚ୍ଚ ୧୫ ତାରିଖ ଦୈନିକ ହୀରାଂଚଳ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା । ଖବର ପ୍ରକାଶିତ ହେବା ପରେ ବର୍ତ୍ତମାନ
Read More...

ବାରମ୍ବାର ନେହୁରା ପରେବି ପ୍ରଶାସନ କଲାନି, ହରଭଙ୍ଗାବ୍ଲକ କିଡନିମଂଚର ଆବାହକ ନିଜସ୍ୱ ସମ୍ବଳରୁ ଲଗାଇଲେ ଆରୋପ୍ଲାଣ୍ଟ

ହରଭଙ୍ଗା,୫/୪- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ମହାମାରୀ ରୂପ ନେଇଥିବା କିଡନି ପ୍ରପୀଡିତ ଥିବା ଚନ୍ଦ୍ରଶେଖରପୁର ଗାଁ ରେ ଏକ କମୁନିଟି ଅକ୍ୱାଗାର୍ଡ ସୋମବାରଦିନ ଲଗାଯାଇଛି । କିଡ଼ନୀ ପ୍ରପୀଡ଼ିତ ହରଭଙ୍ଗା ବ୍ଲକ ନାଗରିକ କମିଟିର ଆବାହକ ଇଂ ବିକାଶ ମହାକୁଳ ଏହି
Read More...

କାର୍ଡ ଅଛି ହେଲେ ଚାଉଳ ମିଳୁନି, ଦୁର୍ଦ୍ଦିନରେ ଶେଷଦେବ

ବୌଦ୍ଧ/ଜହ୍ନାପଙ୍କ,୫/୪- କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ୨୦୧୩ ମସିହାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁକରଗଲା । ଏହି ଯୋଜନା ଦ୍ୱାରା ଯେପରି ଗୋଟିଏ ବି ଗରିବ ପରିବାର ବାଦ୍‌ନପଡିବେ ତଳୁ ଉପର ପର୍ଯ୍ୟନ୍ତ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା । ତଥାପି ମଧ୍ୟ
Read More...

ଦାରିଙ୍ଗବାଡି ପୋଲିସ ପକ୍ଷରୁ ମାସ୍କ ଯାଞ୍ଚ, ୪୩୦୦ ଟଙ୍କା ଜୋରିମାନା ଆଦାୟ

ଦାରିଙ୍ଗବାଡି,୫/୪ : ଦାରିଙ୍ଗବାଡି ପୋଲିସ ପକ୍ଷରୁ ଦାରିଙ୍ଗବାଡିର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାସ୍କ ଯାଞ୍ଚ କରାଯାଇ ମାସ୍କ ପିନ୍ଧିନଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱ କ୍ରମେ ଏସଆଇ
Read More...

ଭଙ୍ଗାକୁଡିଆ ଘରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୮୦ ବର୍ଷର ବୃଦ୍ଧା, କେବେ ପଡ଼ିବ ପ୍ରଶାସନର ଦୃଷ୍ଟି

ବାଲିଗୁଡ଼ା, ୫/୪- ସରକାରୀ ସହାୟତା ଅପେକ୍ଷାରେ ୮୦ ବର୍ଷୀୟା ବୃଦ୍ଧା ବୈଦେହୀ ବେହେରା । ମାନସିକ ବିକୃତ ପୁଅକୁ ଧରି ଭଙ୍ଗା କୁଡିଆ ଘରେ ଦୁର୍ବିସହ ଜୀବନ ବିତାଉଛନ୍ତି ବୃଦ୍ଧା । ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବାପରେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନାହିଁ । ଏଭଳି ଅଭିଯୋଗ ଆସିଛି
Read More...

ଗଜପତିରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୫/୪- ଗଜପତିରେ ପୁଣି ୩ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ସମସ୍ତଙ୍କୁ ହୋମ ଆସୋଲେସନରେ ରଖାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇ ଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା ।
Read More...

ଖରାଦିନ ଆରମ୍ଭରୁ ଜଳକଷ୍ଟ, ଟାଙ୍କି ଅଛି ହେଲେ ପାଣି ନାହିଁ

ବାଲିଗୁଡ଼ା, ୫/୪- ଆସିଲାଣି ଖରାଦିନ, ଟୋପେ ବିଶୁଦ୍ଧ ପିଇବାପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ । ହେଲେ ଦୁଃଖ ଶୁଣୁଛି କିଏ..? ସରକାରଙ୍କ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ସରିଛି, ହେଲେ ଏଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା
Read More...