କାଳବୈଶଖୀ ପ୍ରଭାବରେ ପୁରୁଣା କଟକ ଅଞ୍ଚଳରେ କୁଆ ପଥର ବୃଷ୍ଟି
ବୌଦ୍ଧ,୩/୪ - ଆଜି ଅପରାନ୍ହ ପ୍ରାୟ 5 ଘଣ୍ଟା ସମୟରେ. ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ଦେଖାଇଛି l ବଡ଼ ବଡ଼ କୁଆ ପଥର ପଡିବା ଯୋଗୁଁ ଆଜବେଷ୍ଟସ୍ ଛପର ଘର ଗୁଡିକ ନଷ୍ଟ ହୋଇଥିବା ବେଳେ ଘର ବାହାରେ ରଖା ଯାଇଥିବା ଦୁଇ ଓ ଚାରି ଚକିଆ ଗାଡି ଗୁଡିକ!-->…
Read More...
Read More...