କୃଷକଙ୍କୁ ଅକ୍ଷୟ ତୃତୀୟା ଭେଟି : ପିଏମ୍ କିଷାନ ଯୋଜନାର ଅଷ୍ଟମ କିସ୍ତି ପ୍ରଦାନ କଲେ ମୋଦି
ନୂଆଦିଲ୍ଲୀ : କରୋନା ସଂକଟ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର କିଷାନମାନଙ୍କୁ ଅକ୍ଷୟ ତୃତୀୟା ଭେଟି ପ୍ରଦାନ କରିଛନ୍ତି । ପିଏମ୍ କିଷାନ ଯୋଜନାର ଅଷ୍ଟମ କିସ୍ତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ପ୍ରଦାନ କରିଛନ୍ତି । ଆଜି ୯.୫ କୋଟିରୁ ଉର୍ଦ୍ଧ୍ୱ!-->…
Read More...
Read More...