ନାଟକ ଗାନ୍ଧୀଙ୍କ ଓଡ଼ିଶା ପାରଳାରେ ମଞ୍ଚସ୍ଥ

ପାରଳାଖେମୁଣ୍ଡି,୨୪/୩- ଗାନ୍ଧିଜୀଙ୍କଓଡିଶା ଆଗମନ ର ଶତବାର୍ଷିକୀ ଅବସରରେ ଓଡ଼ିଶା ସରକାର ଙ୍କ ସଂସ୍କୃତି ବିଭାଗ ଓ ଓଡ଼ିଶାସଂଗୀତନାଟକ ଏକାଡେମୀ ଆନୁକୁଲ୍ୟରେ ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ ର କଳାକାର ମାନେ ପରିବେଷଣ କରିଥଲେ ନାଟକ ଗାନ୍ଧୀ ଙ୍କ
Read More...

ଦୁଇଜଣ ଏ.ଟି.ଏମ. ଲୁଟେରାଙ୍କୁ ଧରି ପୋଲିସରେ ଜିମା ଦେଲେ ଲୋକେ

ବୌଦ୍ଧ,୨୪/୩ - ଆଜି ସକାଳ ପ୍ରାୟ 9 ଘଣ୍ଟା ସମୟରେ ବୁଟୁପାଲି ଠାରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବୁଟୁପାଲି ଏ.ଡି.ବି. ଶାଖାର ଏ.ଟି.ଏମ. କାଉଣ୍ଟର ଭିତରେ ପଶି ଲୁଟ ଉଦ୍ୟମ କରୁଥିବା ଅଭିଯୋଗରେ ବୌଦ୍ଧ ଆଦର୍ଶ ଥାନା ପୋଲିସ୍ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି l ମିଳିଥିବା ସୂଚନା ଅନୁଯାୟୀ
Read More...

ନିଫା ଅନୁଷ୍ଠାନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବାଲିଗୁଡ଼ା,୨୪/୩: ସହିଦ ଭଗତ ସିଂ,ରାଜଗୁରୁ ଓ ସୁଖଦେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଜାତୀୟ କଳାକାର ଓ କର୍ମକର୍ତ୍ତା ନିଫା ଅନୁଷ୍ଠାନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୧୫୦୦ଟି କ୍ୟାମ୍ପ ରେ ୯୦ହଜାର ୟୁନିଟ୍‌ ରକ୍ତ ସଂଗ୍ରହ କରିବାକୁ ଅନୁଷ୍ଠାନ ପକ୍ଷରୁ
Read More...

ଏ.ଟି.ଏମ. କର୍ମଚାରୀଙ୍କ ଠାରୁ 21 ଲକ୍ଷ ଲୁଟ ମାମଲାରେ ବୌଦ୍ଧର 4 ଲୁଟେରା ଗିରଫ

ବୌଦ୍ଧ,୨୩/୩ - ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଧର୍ମଶାଳା ଫାଣ୍ଡି ଠାରୁ ପ୍ରାୟ ଦେଢ କିଲୋମିଟର ଦୂରରେ ଗତ 17 ତାରିଖ ରେ ବନ୍ଧୁକ ମୁନରେ ବରୋଦା ବ୍ୟାଙ୍କ ଏ.ଟି. ଏମ. କର୍ମଚାରୀଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଲୁଟ ଘଟଣା ପର୍ଦାଫାସ କରିଛି ସୋନପୁର ପୋଲିସ । 21 ଲକ୍ଷ ଟଙ୍କାରୁ 15
Read More...

ଉତ୍କର୍ଷ ବନସେବା ପାଇଁ ରାଜ୍ୟସ୍ତରୀୟ ପୁରସ୍କାର ପାଇଲେ ବନପାଳ

ବୌଦ୍ଧ,୨୩/୩- ବୌଦ୍ଧ ବନଖଣ୍ଡ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ଗୁନ୍ଦୁଳିଆ ବନପାଳ ରବିନ୍ଦ୍ର କୁମ୍ଭାର ବିଶ୍ୱ ବନ ଦିବସ ଅବସରରେ ରାଜ୍ୟସ୍ତରୀୟ ଉତ୍ସବରେ ସମ୍ମାନିତ ହୋଇଛନ୍ତି । ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଭୁବନେଶ୍ୱରସ୍ଥିତ ଜୟଦେବ
Read More...

ଦାରିଙ୍ଗବାଡ଼ିରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପକରଣ ବଂଟନ

ଦାରିଙ୍ଗବାଡି,23/3: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଉପକରଣ ବଂଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟଅତିଥି ଭାବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ ଶିବିରର ଉଦଘାଟନ
Read More...

ପାରମ୍ପରିକ ପୂଜାବିଧି ପରେ ଉଠିଲା ଏକୋଇସିଆ ଦଣ୍ଡ

ବୌଦ୍ଧ,୨୩/୩- ଶ୍ରୀ ମହାଦେବ ଓ ଦେବୀ କର୍ପୁରମଣୀଙ୍କ ନିକଟରେ ପାରମ୍ପରିକ ପୂଜାବିଧି ପରେ କେତେକ ଶୈବ ପୀଠ ମାନଙ୍କରୁ ଦଣ୍ଡ ଯାତ୍ରା ଦଳ ମାନେ ସେମାନଙ୍କ ଯାତ୍ରା ଆରମ୍ଭ କରିଥିବା ଜଣା ପଡିଛି l ପଣା ସଂକ୍ରାନ୍ତିର 21, 16 କିମ୍ବା 13 ଦିନ ପୁର୍ବରୁ ପରମ୍ପରା ଅନୁସାରେ ଦଣ୍ଡ ଉଠା ଯିବାର
Read More...

ପରିବା ବୋଝେଇ ପିକ ଅପ ଦୁର୍ଘଟଣାଗ୍ରସ୍ତ,ଅଳ୍ପକେ ବର୍ତିଲେ ଡ୍ରାଇଭର

ବୌଦ୍ଧ/ଜହ୍ନାପଙ୍କ,୨୩/୩- ବୋୖଦ୍ଧ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୭ ର ବୁରକଟା ଛକ ନିକଟସ୍ଥ ଦୁଇବନ୍ଧଠାରେ ସୋମବାର ରାତି ସାଢ଼େ ଦଶଟା ବେଳେ ଏକ ବୋଲେରୋ ପିକ ଅପ ନଂ ଓଡ଼ି ୧୫ କ୍ୟୁ ୪୭୯୫ ବାମ ପାର୍ଶ୍ୱରେ ଏକ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଡ୍ରାଇଭର ଅଲ୍ପକେ ବର୍ତିଯାଇଥିବା
Read More...

ଅଧାପନ୍ତରିଆ ଡିଭାଇଡର ଯୋଗୁଁ ପୁଣି ଫସିଲା ମିନି ଟ୍ରକ

ବୌଦ୍ଧ,୨୨/୩ - ବୌଦ୍ଧ ସହର ଏନ.ଏ.ସି. ଛକ ଠାରୁ ଜାମୁ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ନମ୍ବର 57 ର ସଂପ୍ରସାରଣ କାର୍ଯ୍ୟ ଅଧାପଂତରିଆ ଅବସ୍ଥାରେ ପଡିଥିବା ଯୋଗୁଁ ପ୍ରତିଦିନ ଏକାଧିକ ଦୁର୍ଘଟଣା ଘଟି ଚାଲିଛି | ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ବୁଟୁପାଲି ପଟରୁ ଆସୁଥିବା ଏକ ମିନି ଟ୍ରକ
Read More...

ସ୍ୱେଚ୍ଛାସେବୀ ସଂଗଠନ ‘ସୁରକ୍ଷା’ର ମୁଖ୍ୟଙ୍କ ପରଲୋକ

ପାରଳାଖେମୁଣ୍ଡି,୨୧/୩‐ ଗଜପତି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସୁରକ୍ଷାର ମୁଖ୍ୟ ଏସ୍‌ .ମୋତିଲାଲ ରେଡ୍ଡୀଙ୍କ ନିଜ ପୁରୁଣାପାଟଣା ବାସଭବନଠାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ଦୀର୍ଘ ଦୁଇ ଦଶନ୍ଧି ଧରି ଗଜପତି ଜିଲ୍ଲାର ବିଭିନ୍ନ ପଛୁଆ ବ୍ଲକ
Read More...