ପିକଅପ ଭ୍ୟାନ ଓଲଟି ୮ ଶ୍ରମିକ ଆହତ, ୪ଗୁରୁତର ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର
ଦାରିଙ୍ଗବାଡି,୧୨/୫: କନ୍ଧମାଳ ଗଞ୍ଜାମ ସୀମାନ୍ତ ସୋରଡ଼ା ଥାନା ଗାଜଲବାଡ଼ି ଗ୍ରାମ ନିକଟରେ ଆଜି ଏକ ପିକଅପ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇ ୮ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ହୋଇଛନ୍ତି । । ସୂଚନା ମୁତାବକ ଆଜିସକାଳୁ ଦାରିଙ୍ଗବାଡି ଗ୍ରାମରୁ ୮ ଜଣ ଶ୍ରମିକ ଦିନ ମଜୁରିଆ!-->…
Read More...
Read More...