ଆକ୍ସନ ମୁଡ୍ରେ ଦାରିଙ୍ଗବାଡ଼ି ତହସିଲଦାର, କୋଭିଡ଼ ନିୟମ ଉଲ୍ଲଙ୍ଘନ ନେଇ ପୁଣି ୨ ଦୋକାନ ସିଲ୍ କଲେ
ଦାରିଙ୍ଗବାଡ଼ି,୧୨/୫: ପୁଣି କୋଭିଡ଼ ନିୟମ ଉଲଘଂନ କରି ସଟଡାଉନ ସମୟରେ ଦୋକାନ ଖୋଲିବା ପଡ଼ିଲା ମହଙ୍ଗା । ୨ ଅମାନିଆ ଦୋକାନୀଙ୍କ ଦୋକାନ ସିଲ କଲା ଦାରିଙ୍ଗବାଡ଼ି ପ୍ରଶାସନ । ସରକାର କୋଭିଡ଼ ସଂକ୍ରମଣକୁ ରୋକିବା ନିମନ୍ତେ ଲକଡାଉନ ଓ ସଟଡାଉନ ଆରମ୍ଭ କରିଛନ୍ତି । ସପ୍ତାହର ଶନିବାର ଓ ରବିବାର!-->…
Read More...
Read More...