ପ୍ରଧାନମନ୍ତ୍ରୀ ଆବାସ କଲୋନୀ ଅସାମାଜିକ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ
ଚିପିଲିମା : ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କଳାମାଟି ପଞ୍ଚାୟତ ବେହେରାଟିକ୍ରା ରେ ବହୁବର୍ଷ ହେଲା ୫୪ଟି ପ୍ରଧାନମନ୍ତ୍ରୀ ଆବାସ ଗୃହକୁ ନେଇ ଏକ କଲୋନୀ ତିଆରି ହୋଇଛି l ଯାହାକି କଳାମାଟି ପଞ୍ଚାୟତର ଭୂମିହୀନଙ୍କୁ ଘରଗୁଡିକ ଦିଆଯାଇଛି l ସେଥିମଧ୍ୟରୁ ଅଧିକାଂଶ ଆବାସ ଗୃହ ଗୋଶାଳା ଚିପିଲିମା!-->…
Read More...
Read More...