ଦୁଇଜଣ ନକଲି ପୋଲିସକୁ ଧରିଲା ଅସଲି ପୋଲିସ୍ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ

ବାଲିଗୁଡ଼ା,୬/୩: ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କଲା ବାଲିଗୁଡ଼ା ପୋଲିସ । ଘଟଣାରେ ଦୁଇଜଣ ଫେକ୍ ପୋଲିସ୍ ଅଫିସର ଗିରଫ ହୋଇଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବାଲିଗୁଡ଼ା ପୋଲିସ ପକ୍ଷରୁ ଏହାର ରବିନ୍ଦ୍ର ମୁଣ୍ଡାରୀ ଓ ତାଙ୍କ ଟିମ୍
Read More...

ଅଟୋକୁ ଧକ୍କା ଦେଲା ଟ୍ରକ୍, 4 ଆହତ

ବୌଦ୍ଧ,୬/୩- ଆଜି ଦିନ ପ୍ରାୟ 1 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ଗୁଦୁଗୁଦା ନିକଟରେ ଗୋଟିଏ ଟ୍ରକ ଯାତ୍ରୀବlହି ଅଟୋକୁ ଧକ୍କା ଦେବା ଫଳରେ ଅଟୋରେ ଥିବା 4 ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ 1 ଘଣ୍ଟା ସମୟରେ ଓ ଆର 27
Read More...

ଜମଟାଙ୍ଗୀ ଗ୍ରାମରେ ମଦ ବିରୋଧି ଆନ୍ଦୋଳନ କଲେ ମହିଳା

ବୌଦ୍ଧ /ବାଉଁଶୁଣୀ,୬/୩ - ବୌଦ୍ଧବ୍ଲକ ଜମଟାଙ୍ଗି ଗ୍ରାମରେ ମାଁ ମାହେଶ୍ୱରୀ କ୍ଲବ ତରଫରୁ ଆଜି ଜମଟାଙ୍ଗି ଗ୍ରାମରେ ମଦ ବନ୍ଦ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏ କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଥିଲେ | ଗ୍ରାମରେ କୁଚିଆ ମଦ କାରବାର
Read More...

ବୌଦ୍ଧକୁ ଚାଲିଛି ବ୍ୟାପକ ଚୋରା କୋଇଲା ଚାଲାଣ, ଟ୍ରକ୍ ଅଟକ

ବୌଦ୍ଧ,୬/୩ - ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମରେ ବ୍ୟାପକ ମାଟି ଇଟା ଭାଟି ଗଢି ଉଠିଛି l ଇଟା ପୋଡ଼ିବା ପାଇଁ ଭାଟି ମାଲିକ ମାନେ ପ୍ରତିଦିନ ଟ୍ରକ୍ ମାନଙ୍କରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜ ନଗର ଓ ବେଲ ପାହାଡ ଅଂଚଳରୁ ଚୋରାରେ କୋଇଲା ଆଣି କାରବାର କରୁଥିବା ଜଣାପଡିଛି l ପ୍ରତିଦିନ ଗଣ୍ଡା
Read More...

ଟ୍ରଲରକୁ ଧକ୍କା ଦେଲା କାର୍, ଜଣେ ମୃତ, 4 ଗୁରୁତର

ବୌଦ୍ଧ,୬/୩ - ଆଜି ଭୋର ସମୟରେ ଜାତୀୟ ରାଜପଥ ନମ୍ବର 57ର ପୁରୁଣା କଟକ ଥାନା କରଡାକୋଠା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ରୁଗୁଡି ପାଲି ଗ୍ରାମର ଅରୁଣ
Read More...

ଅଜଣା ଗାଡି ଧକ୍କାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ

ବୌଦ୍ଧ,୫/୩- ଗତ ବୁଧବାର ଅପରାହ୍ନ. 3. 30 ମିନିଟ ସମୟରେ ବୁଟୁପାଲି - ବଘିଆପଡା ରାସ୍ତାର ନକୁଆନାଳୀ ଗ୍ରାମ ସୀତରା ସାହି ନିକଟରେ ଅଜଣା ଗାଡି ଧକ୍କାରେ ଗୁରୁତର ଆହତ ହୋଇଥିବା ବାଇକ ଆରୋହୀ ଯୁବକ ଜଗନ୍ନାଥ ପାଣିଗ୍ରାହୀ (32) ଗତକାଲି ମୃତ୍ୟୁବରଣ କରିଥିବା ଜଣା ପଡିଛି l ମିଳିଥିବା
Read More...

ନିର୍ମାଣାଧିନ ମହାନଦୀ ପୋଲ ଛାତରୁ ଖସି ଶ୍ରମିକଙ୍କ ମୃତ୍ୟୁ

ବୌଦ୍ଧ,୫/୩ - ହରଭଙ୍ଗା ବ୍ଲକ୍ ଧଳପୁର - ଆଠମଲ୍ଲିକ ମହାନଦୀ ସେତୁରେ କାମ କରୁଥିବା ଜଣେ ଶ୍ରମିକ 40 ଫୁଟ୍ ତଳକୁ ଖସି ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ରାତିରେ କାମ ସାରି ପୋଲ ଉପରୁ ତଳକୁ ଓଲ୍ହାଉ ଥିବା ବେଳେ ଖସି ପଡି ସମୀର ଘୋଷ (20 ବର୍ଷ) ନାମକ
Read More...

ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର : ୮୦୦୦ ଯୁବକ ଯୁବତୀଙ୍କପାଇଁ ଆତ୍ମ ନିଯୁକ୍ତି ସୁଯୋଗ-…

ଭୁବନେଶ୍ବର, : ଆଜି ହେଉଛି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଦିବସ। ଆଜିର ଦିନକୁ ରାଜ୍ୟ, ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ଭାବରେ ପାଳନ କରୁଛି । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୦୦୦ରୁ ଅଧିକ ମୋ ସେବାକେନ୍ଦ୍ର ଓ OdishaOne Portal ଲୋକାର୍ପିତ
Read More...

ରାଧାନଗର ପଞ୍ଚାୟତ କାର୍ଯ୍ୟାଳୟ ଉଦଘାଟିତ

ବୌଦ୍ଧ,୫/୩ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ଗ୍ରାମ ପଞ୍ଚାୟତର ନବନିର୍ମିତ କାର୍ଯ୍ୟାଳୟ ଗୃହ ଆଜି ପଞ୍ଚାୟତିିରାଜ ଦିବସ ଅବସରରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ବିଧାୟକ ପ୍ରଦୀପ ଅମାତ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ
Read More...

ବୌଦ୍ଧ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜୟନ୍ତୀ ପାଳିତ

ବୌଦ୍ଧ,୫/୩ - ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ପଟ୍ଟନାୟକ ଜୟନ୍ତୀ ଉତ୍ସବ ବୌଦ୍ଧ ଟାଉନ୍‌ହଲ୍‌ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯୁବ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁଙ୍କ
Read More...