ହାଟ ବଜାରରେ କୋଭିଡ୍ ପ୍ରୋଟୋକଲ ଉଲ୍ଲଙ୍ଘନ, ଦେଖିବାକୁ କେହିନାହିଁ !
ବୌଦ୍ଧ,୬/୫- ଜିଲ୍ଲାରେ କରୋନା ସଂକ୍ରମଣ ଦୃତଗତିରେ ବଢି ଚାଲିଥିବା ବେଳେ ବିଭିନ୍ନ ହାଟ ବଜାରରେ କୋଭିଡ୍ ପ୍ରୋଟୋକୋଲ ଖୋଲାଖୋଲି ଉଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି । ହାଟ ବଜାରକୁ କ୍ରୟ ବିକ୍ରୟ ପାଇଁ ଆସୁଥିବା ଅନେକ ଲୋକ ମାସ୍କ ପରିଧାନ ନ କରିବା ଓ ସାମାଜିକ ଦୂରତା ରକ୍ଷା କରୁନଥିବା!-->…
Read More...
Read More...