ସିମନବାଡିରେ ଆରମ୍ଭହେଲା ଏଟିଏମ ସେବା
ଦାରିଙ୍ଗବାଡି,୭/୫: ବୁଧବାର ଦିନ ସିମନବାଡି ବଜାରଠାରେ ଆରମ୍ଭହେଲା ଷ୍ଟେଟ ବ୍ୟାଙ୍କ ଏଟିଏମ ସେବା । ସିମନବାଡି ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ବିରେନ ମିତ୍ର ପ୍ରଧାନ, କ୍ୟାସିଅର ଦେବେଶ୍ୱର କହଁର, କର୍ମଚାରୀ ଦୀପକ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଏଟିଏମର ଶୁଭାରମ୍ଭ ହୋଇଥିଲା । ସିମନବାଡି!-->…
Read More...
Read More...