ଦୁର୍ଘଟଣାରେ ପ୍ରାଣ ହରାଇଲେ ସ୍କୁଲ୍ ପ୍ରିନ୍ସପାଲ୍, ଧକ୍କା ଦେଇଥିବା ଦୁଇ ମୋଟରସାଇକେଲ ଆରୋହୀ ଗୁରୁତର
ବାଲିଗୁଡ଼ା,୨୫/୫: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମିଡ଼ିଆକିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଠିଆହୋଇ ଫୋନରେ କଥା ହେଉଥିବାବେଳେ ଧକ୍କା ଦେଲା ଏକ ମୋଟରସାଇକେଲ । ଦୁର୍ଘଟଣାରେ ବାଲିଗୁଡ଼ା ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ପ୍ରିନ୍ସିପାଲ ରତିକାନ୍ତ ମହାପାତ୍ରଙ୍କ!-->…
Read More...
Read More...