ବୌଦ୍ଧ ଜିଲ୍ଲା ଗୃହରକ୍ଷୀ ସଂଘର ନୂତନ କର୍ମକର୍ତ୍ତା ମନୋନୀତ
ବୌଦ୍ଧ,୩୧/୧- ଆଜି ବୌଦ୍ଧ ସହରସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଜିଲ୍ଲାରେ କାର୍ଯ୍ୟରତ ବୌଦ୍ଧ ଜିଲ୍ଲା ଗୃହରକ୍ଷୀ ମାନଙ୍କର ଏକ ବୈଠକ ବସି ସଂଘର କର୍ମକର୍ତ୍ତା ମନୋନୟନ କରାଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଅନ୍ତର୍ଯାମୀ ନାଏକ ସଭାପତି ଭାବେ ମନୋନୀତ!-->!-->!-->…
Read More...
Read More...