ବିପଦଶଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର, ବିଦ୍ୟୁତ ବିଭାଗ ନିରବ !
ବୌଦ୍ଧ,୨୩/୪- କଣ୍ଟାମାଳ ବ୍ଲକ ଦପଲା ଗ୍ରାମର ଜନଗହଳିପୁର୍ଣ୍ଣ ଅଂଚଳରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ବହୁଦିନ ହେଲା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଯେଉଁ ଲୁହା ଖମ୍ବ ଉପରେ ଟ୍ରାନ୍ସଫର୍ମର ବସାଯାଇଛି ତାହା ଗୋଟିଏ କଡକୁ ଢଳି ରହିଥିବା ଦେଖିବାକୁ ମିଳିଛି । କେତେବେଳେ ଯେ ତାହା!-->…
Read More...
Read More...