କିଆକଟା ନଦୀକୂଳରୁ ହତ୍ୟାକାରୀକୁ ଗିରଫକଲା ପୋଲିସ

ବୌଦ୍ଧ,୧୦/୧ - ବୌଦ୍ଧ ଥାନା କିରାସିରା (ଖମାରୀପଡା) ଗ୍ରାମରେ ଗତ ଗୁରୁବାର ଦିନ ଘଟିଥିବା ହତ୍ୟାକାଣ୍ଡର ଫେରାର ଅଭିଯୁକ୍ତ ବିଦ୍ୟାଧର ନାଏକଙ୍କୁ ଗତକାଲି ବୌଦ୍ଧ ଆଦର୍ଶ ଥାନା ପୋଲିସ ବୌଦ୍ଧ ସହର ମହାନଦୀର ଅପର ପାର୍ଶ୍ୱ କିଆକଟା ନଦୀ କୂଳରୁ ଗିରଫ କରିଛି । ଟାଙ୍ଗିଆରେ ବଡ ବାପା ପୁଅ ଭାଇ
Read More...

ଓୟୁଜେ ବୌଦ୍ଧ ଶାଖାର ସାଧାରଣ ବୈଠକ ଓ ଦ୍ୱିବାର୍ଷିକ କର୍ମକର୍ତ୍ତା ନିର୍ବାଚନ

ବୌଦ୍ଧ,୯/୧- ବୌଦ୍ଧଜିଲ୍ଲା ଓୟୁଜେ ଶାଖା ପକ୍ଷରୁ ସଭାପତି କମ୍ଭୁଧର କ୍ଷେତିଙ୍କ ଅଧ୍ୟକ୍ଷତାରେ ସାଧାରଣ ବୈଠକ ଓ ଦ୍ୱିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଶନିବାର ଇରିଗେସନ କଲୋନୀର ବିଶ୍ରାମ ସ୍ଥଳ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ
Read More...

ତୃତୀୟ ମା ପିତାବଳୀ ଭଲିବଲ ପ୍ରତିଯୋଗିତା ଉଦଘାଟିତ

ବୌଦ୍ଧ/ଜହ୍ନାପଙ୍କ,୯/୧:ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ହାଟପଦାଠାରେ ତୃତୀୟ ମା ପିତାବଳୀ ଭଲିବଲ ପ୍ରତିଯୋଗିତା ଶନିବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ, ସମ୍ମାନିତ ଅତିଥିଭାବେ ଲଷ୍ମୀପ୍ରସାଦ ସରପଞ୍ଚ
Read More...

ବୌଦ୍ଧ : ଆଜି ପୁଣି 2 ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ ୯/୧- ଆଜି ପୁଣି ଜିଲ୍ଲାରେ 2 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜିର 2ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ 2789 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ
Read More...

କୋଭିଡ୍ କଟକଣା ଭିତରେ ଖୋଲିଲା ସରସରା ହାଇସ୍କୁଲ

ବୌଦ୍ଧ,୯/୧ - ଦୀର୍ଘ 9 ମାସର ଛୁଟି ପରେ ଗତକାଲି ସରସରାସ୍ଥିତ ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟରେ ପାଠ ପଢା ଆରମ୍ଭ କରାଯାଇଥିବା ଜଣାପଡିଛି l ସରକାର ପ୍ରଥମ ପର୍ଯ୍ୟାୟରେ ଦଶମ ଶ୍ରେଣୀ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଓ ଅଭିଭାବକ ମାନେ ଘୋଷଣା ନାମା ଦେବାପରେ ପିଲା ଶିକ୍ଷା ଗ୍ରହଣ
Read More...

ଲଭର୍ସ ପଏଣ୍ଟ ଡଡୁବାଡ଼ା ନଦୀରେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଦାରିଙ୍ଗବାଡି,୯/୧: ପିକନିକ କରିବାକୁ ଆସି ଡଡୁବାଡା ନଦୀରେ ବୁଡ଼ିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ଦାରିଙ୍ଗବାଡି ଥାନା ଡଡୁବାଡା ନଦୀରେ । ମୃତ ଯୁବକ ଘର ଭଦ୍ରକ ଟାଉନଥାନା ପରସିଙ୍ଗା ଅଞ୍ଚଳର ସମୀର କୁମାର ଜେନାଙ୍କ ପୁଅ ସାଇ ଶୁଭଙ୍କର ଜେନା (୨୪) । ସୂଚନା ଅନୁଯାୟୀ ଭଦ୍ରକ
Read More...

ବଲେରୋ ଧକ୍କାରେ ବାଇକ ଆରୋହୀ ମୃତ

ବୌଦ୍ଧ,୯/୧ - ଆଜି ସକାଳେ ଜାତୀୟ ରାଜପଥ ନମ୍ବର ୫୭ର ମନମୁଣ୍ଡା ବାଇପାସ୍‌ ରାସ୍ତାରେ ଗୋଟିଏ ବଲେରୋ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ନୂତନ ନିର୍ମିତ ମନମୁଣ୍ଡା ବାଇପାସ୍‌ ରାସ୍ତାରେ ମନମୁଣ୍ଡା ଗାନ୍ଧୀ ଛକ ନିକଟରୁ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ

ପାଟଣାଗଡ,୮/୧ - ବଲାଙ୍ଗିର ଜିଲ୍ଲା ପାଟଣାଗଡ ଅନ୍ତର୍ଗତ ଧୁବଲପଡା ନିକଟରେ ସଡ଼କ ଦୁର୍ଘଟଣା ରେ ଉପଖଣ୍ଡ ସାମାଜିକ ସୁରକ୍ଷ। ଅଧକୀରି ଧବଳେଶ୍ବର ଦଳପତି ବଲାଙ୍ଗିର ପଟୁ ଫେରୁ ଥିବା ବେଳେ ବାଈକ୍ ଭାର ସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ବେଳେ ସ୍ତାନୀୟ ଳୋକେ ଉଦ୍ଧାରକରି କରି ପଟଣାଗଡ଼ ଡାକ୍ତର
Read More...

ବୌଦ୍ଧ : ଆଜି ପୁଣି 2 ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୮/୧ - ଆଜି ପୁଣି ଜିଲ୍ଲାରେ 2 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜିର 2ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ 2787 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ
Read More...

ଅଧାପନ୍ତରିଆ ଅବସ୍ଥାରେ ସେତୁ ନିର୍ମାଣ କାର୍ଯ୍ୟ: ପୂର୍ଣ୍ଣାଙ୍ଗ ଦାବି

ହରଭଙ୍ଗା: ଆର୍ଥୀକ କ୍ଷମତାକୁ ନେଇ ଦ୍ୱନ୍ଦ୍ୱ ଯୋଗୁ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି ସେତୁ ନିର୍ମାଣ କାର୍ଯ୍ୟ । ଫଳରେ ଗ୍ରାମବାସୀମାନେ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୌଦ୍ଧ ଜିଲ୍ଲାର ଅନଗ୍ରସର ହରଭଙ୍ଗା ବ୍ଲକର ବାଣୀଭୂଷଣପୁର ଗ୍ରାମ ପଞ୍ଚାୟତରେ ସୃଷ୍ଟି ହେଉଛି ଏହି
Read More...