ଅସହାୟ ବୃଦ୍ଧାଙ୍କ ସହାୟତାର ହାତ ବଢାଇଲା ଆଞ୍ଚଳିକ ସେବା ସଂସଦ
ଆଠମଲ୍ଲିକ : ଦେଶ ତଥା ରାଜ୍ୟରେ ଏବେ କରୋନା ଦ୍ୱିତୀୟ ଲହର କାୟା ବିସ୍ତାର କରୁଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଗତ ୫ ତାରିଖଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଗରିବ, ଅସହାୟ, ଦିନ ମଜୁରିଆ ବର୍ଗର ଲୋକମାନେ ବହୁ ଅସୁବିଧାର!-->…
Read More...
Read More...